Month: September 2026

ଚମ୍ପୁଆ ରେଞ୍ଜକୁ ପୁଣି ଲେଉଟିଲେ ୨୦ ଟିକିଆ ହାତୀପଲ,ଲୋକେ ଆତଙ୍କିତ

ଚମ୍ପୁଆ ରେଞ୍ଜକୁ ପୁଣି ଲେଉଟିଲେ ୨୦ ଟିକିଆ ହାତୀପଲ,ଲୋକେ ଆତଙ୍କିତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଏକ ମାସ ତଳେ ବ୍ୟାପକ ଉପଦ୍ରବ କରି ପାଟଣା ରେଞ୍ଜକୁ ଚାଲିଯାଇଥିବା ୨୦ ଟିକିଆ ହାତୀପଲ ଗତରାତି ସଦର ରେଞ୍ଜରୁ ପୁଣି ଚମ୍ପୁଆରେଞ୍ଜକୁ ଲେଉଟି…

ଜରୁରୀକାଳୀନ ପ୍ରସ୍ତୁତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍

ଜରୁରୀକାଳୀନ ପ୍ରସ୍ତୁତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍ ମେରାମଣ୍ଡଳୀ, ୧ ସେପ୍ଟେମ୍ବର ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍‌) ପକ୍ଷରୁ ଏହାର ଗେଟ୍‌-୧ ବସ୍ ପାର୍କିଂ ଅଞ୍ଚଳରେ ଏକ ଜରୁରୀକାଳୀନ ସୁରକ୍ଷା ମକ୍ ଡ୍ରିଲ୍…

ଢେଙ୍କାନାଳରେ ଖୋଲିଲା Zelio EVର ନୂଆ ଶୋ’ରୁମ୍

ଢେଙ୍କାନାଳରେ ଖୋଲିଲା Zelio EVର ନୂଆ ଶୋ’ରୁମ୍ ଢେଙ୍କାନାଳ ସହରରେ ଇଲେକ୍ଟ୍ରିକ୍ ଯାନ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଦକ୍ଷିଣକାଳୀ ରୋଡ୍‌ରେ ରିଲାଏନ୍ସ ମଲ୍‌ ସାମ୍ନାରେ ଖୋଲିଛି Zelio EVର ନୂଆ ଶୋ’ରୁମ୍।ପରିବେଶ ଅନୁକୂଳ ଓ ଆଧୁନିକ ଇଲେକ୍ଟ୍ରିକ୍ ଯାନକୁ…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମାଝୀ: ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ହେବ ଆଲୋଚନା

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମାଝୀ: ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ହେବ ଆଲୋଚନା ଭୁବନେଶ୍ୱର: ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ…

BRICSରେ ଭାରତ ପାଇଁ ବଡ଼ ପରୀକ୍ଷା: ଇରାନର ଚାପ, ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ କୂଟନୈତିକ ସନ୍ତୁଳନର ଚ୍ୟାଲେଞ୍ଜ

BRICSରେ ଭାରତ ପାଇଁ ବଡ଼ ପରୀକ୍ଷା: ଇରାନର ଚାପ, ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ କୂଟନୈତିକ ସନ୍ତୁଳନର ଚ୍ୟାଲେଞ୍ଜ ନୂଆଦିଲ୍ଲୀ: BRICS ଶିଖର ସମ୍ମିଳନୀକୁ ନେଇ ଭାରତ ସମ୍ମୁଖରେ ଏବେ ଦୁଇଟି ବଡ଼ କୂଟନୈତିକ ପରୀକ୍ଷା। ଗୋଟିଏ ପଟେ ପଶ୍ଚିମ ଏସିଆରେ ବଢୁଥିବା…

SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ସରକାରୀ ମେଡିକାଲ୍-ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଦେବାକୁ ପଡ଼ିବନି ଫି

SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ସରକାରୀ ମେଡିକାଲ୍-ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଦେବାକୁ ପଡ଼ିବନି ଫି ଛାତ୍ରବୃତ୍ତି ମିଳିବା ପର୍ଯ୍ୟନ୍ତ ୬ ମାସ ଯାଏଁ ଫି ଦେୟରୁ ମିଳିବ ରାହାତ, ଖୁବ୍‌ଶୀଘ୍ର ଜାରି ହେବ ମାର୍ଗଦର୍ଶିକା ଭୁବନେଶ୍ୱର, ୩୧/୮: ରାଜ୍ୟର ଅନୁସୂଚିତ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ ଗିରଫ ବେଳେ କାରଣ ନ ଜଣାଇବାକୁ ନେଇ ପୁଲିସ ଉପରେ କ୍ଷୁବ୍ଧ ଅଦାଲତ କଟକ/ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ 📅 ଆଜିର ରାଶିଫଳ — ୧ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଟିପ୍ପଣୀ: ଏହା ପାରମ୍ପରିକ ଜ୍ୟୋତିଷ ଆଧାରିତ ସାଧାରଣ ରାଶିଫଳ। ♈ ମେଷ ଆଜି ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅର୍ଥ ଲାଭର…

ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ବାଲିଗୁଡା, ତା, ୩୧/୦୮:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି | ଏହି ଅବସରରେ ପ୍ରତ୍ୟୁଷ ରୁ…

ଦଳିତ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର

ଦଳିତ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ଦଳିତ ଯୁବକଙ୍କୁ ମାଡ଼ ମାରିବା ସହ ଧମକ ଦେବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ୍‌ରେ ଏତଲା ହୋଇଥିଲେ…