Month: October 2026

୭୯ ବର୍ଷରେ ଆଖି ବୁଜିଲେ ସୁଲୋଚନା, ଅଞ୍ଚଳରେ ଶୋକର ଛାୟା

୭୯ ବର୍ଷରେ ଆଖି ବୁଜିଲେ ସୁଲୋଚନା, ଅଞ୍ଚଳରେ ଶୋକର ଛାୟା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁଟୁନିଆଁ ପଂଚାୟତ ରେ 1947ମସିହାରେ ଜନ୍ମ ହୋଇଥିଲେ ଏହି ମହିୟସୀ ମହିଳା ସୁଲୋଚନା,ପିଲାଟି ବେଳରୁ ସେଇ ହସହସ ମୁହଁ ସମସ୍ତଙ୍କୁ ନିଜର କରି ନେଉଥିଲା.…

ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦ ଟନ୍‌ରୁ ଅଧିକ ସାମଗ୍ରୀ ଜବତ

ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦ ଟନ୍‌ରୁ ଅଧିକ ସାମଗ୍ରୀ ଜବତ ନାମୀଦାମୀ ବ୍ରାଣ୍ଡ୍‌ର ପ୍ୟାକେଟ୍‌ରେ ବିକ୍ରି ହେଉଥିଲା ନକଲି ହଳଦୀ ଓ ମରିଚ ଗୁଣ୍ଡ, ୩ ଅଟକ ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଭେଜାଲ୍ ସାମଗ୍ରୀ କାରବାରର ପର୍ଦ୍ଦାଫାସ ହୋଇଛି।…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି । ​ଅନୁଗୋଳ, ତା. ୧୨.୧୦:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ​ଅନୁଗୋଳ, ତା. ୧୨.୧୦:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

SIRକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉ: ମନମୋହନ ସାମଲ

SIRକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉ: ମନମୋହନ ସାମଲ ମୃତ ଓ ଜାଲ୍‌ ଭୋଟରଙ୍କ ନାମ କାଟିବାରେ ଆପତ୍ତି କାହିଁକି? ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ରାଜ୍ୟ ରାଜନୀତିରେ ତର୍କବିତର୍କ…

ହୋଟେଲ ରିଭର ଇନ୍ ରେ ବାଉଁଶ ଫୁଲ କବିତା ଆସର କବି ର କବିତା ରେ ଝୁମିଲେ ଦର୍ଶକ

ତା -୧୧-୧୦-୨୦୨୬,ସମ୍ବଲପୁର ଜିଲ୍ଳା,ସମ୍ବଲପୁର ର ହୋଟେଲ ରିଭର ଇନ୍ ରେ ବାଉଁଶ ଫୁଲ କବିତା ଆସର କବି ର କବିତା ରେ ଝୁମିଲେ ଦର୍ଶକ।ସମ୍ବାଦ ପକ୍ଷରୁ କାଇଁଶ ଫୁଲ ର ଶେଷ ଅଧିବେଶନ ରେ ୧୭ଜଣ କବି କବିତା ପାଠ କଲେ।ସେହିପରି…

ଜନ୍ତରମନ୍ତରରେ ଆଉ ହେବନି ବିକ୍ଷୋଭ! ଧାରଣା ପାଇଁ ୩ ନୂଆ ସ୍ଥାନ ଚିହ୍ନଟ କଲା ଦିଲ୍ଲୀ ପୋଲିସ

ଜନ୍ତରମନ୍ତରରେ ଆଉ ହେବନି ବିକ୍ଷୋଭ! ଧାରଣା ପାଇଁ ୩ ନୂଆ ସ୍ଥାନ ଚିହ୍ନଟ କଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ, ୧୨/୧୦: ଦିଲ୍ଲୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ ହୋଇଥିବା ଖବର ସାମ୍ନାକୁ ଆସିଛି।…

ଇଂରାଜୀ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ; ତାଲିମ୍ ନେବେ ୧୧୨ ପିଜିଟି

ଇଂରାଜୀ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ; ତାଲିମ୍ ନେବେ ୧୧୨ ପିଜିଟି ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୬ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ…

ହରେକୃଷ୍ଣପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ

*ହରେକୃଷ୍ଣପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ* (କଳାହାଣ୍ଡି):ଲାଞ୍ଜିଗଡ.12/10/(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ )ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର କ୍ଲଷ୍ଟରରେ ଆଡମ୍ବର ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭାଟଗୁଡା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ ହୋଇଯାଇଛି।…

ଆୟ ବହିର୍ଭୂତ ସମ୍ପତ୍ତି ଠାବ: ଏବିଇଓ ଜୟଦେବ ଜେନାଙ୍କ ୩ଟି ବହୁତଳ କୋଠା, ୧୯ଟି ପ୍ଲଟ୍‌ ଚିହ୍ନଟ

### ଆୟ ବହିର୍ଭୂତ ସମ୍ପତ୍ତି ଠାବ: ଏବିଇଓ ଜୟଦେବ ଜେନାଙ୍କ ୩ଟି ବହୁତଳ କୋଠା, ୧୯ଟି ପ୍ଲଟ୍‌ ଚିହ୍ନଟ ଭୁବନେଶ୍ୱରରେ ତିନି ମହଲା କୋଠା, ଗଞ୍ଜାମରେ ଦୁଇଟି ବଡ଼ କୋଠା; ଟାଟା ନେକ୍ସନ୍‌ ସମେତ ୩ଟି ଗାଡ଼ି ଠାବ ଯାଜପୁର: ଆୟ…