Spread the love

ଶୁକ୍ରବାର 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ପୁରୀ ଗସ୍ତ ଅବସରରେ ପ୍ରଥମ ଦିନରେ
ପିପିଲି, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ପରିଭ୍ରମଣ କରି ବିଭିନ୍ନ ସ୍ଥାନରେ ଜନ ଶୁଣାଣି କରିବା ସହ ସେଠାକାର ଜନ ସାଧାରଣ ଏବଂ ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *