କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ
ଯାଜପୁର:କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା…
