Author: jagratbharatnews

ସାମାଜିକ ସଂସ୍କାର ବିଧି ବ୍ୟବସ୍ଥା

ସାମାଜିକ ସଂସ୍କାର ବିଧି ବ୍ୟବସ୍ଥା। ଢେଙ୍କାନାଳ କ୍ୟୈବଲ୍ୟ ବଜାର ସ୍ଥିତ ଭାଗବତ ମଣ୍ଡପ ପରିସରରେ ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ମୂଳକ ପରିଷଦ ର ଏକ ବୈଠକ ସଭାପତି ସରୋଜ କୁମାର ମଲିକ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ବାବା…

ସ୍କୁଲ ଭିତରୁ ଶୁଭୁଥିଲା ଛୋଟ ଛୁଆର କାନ୍ଦ

ଦିନ 4 ଟା ହେଲେ ଗାଁ ମୁଣ୍ଡ ସ୍କୁଲ ଭିତରେ କଇଁ କଇଁ କାନ୍ଦୁଛି କିଏ ଯେମିତି ଲାଗୁଛି କେହି ଜଣେ ଛୋଟ ଛୁଆ ସ୍କୁଲ ଭିତରେ କଇଁ କଇଁ ହୋଇ କାନ୍ଦୁଛି ଆଉ ଏପଟେ ସ୍କୁଲ ବାହାରେ ଭୁକୁଥିଲେ କୁକୁର…

କପାସପଡା ରେ ସଡ଼କ ଦୁର୍ଘଟଣା,30 ଫୁଟ ତଳକୁ ଖସି ପଡିଲା ପିକଅପ, ଡ୍ରାଏଇଭର ଗୁରୁତର

କପାସପଡା ରେ ସଡ଼କ ଦୁର୍ଘଟଣା,30 ଫୁଟ ତଳକୁ ଖସି ପଡିଲା ପିକଅପ, ଡ୍ରାଏଇଭର ଗୁରୁତର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଜାତୀୟ ରାଜପଥ 220 ର କପାସ ପଡା ଠାରେ,! ଫଳରେ ଡ୍ରାଏଇଭର ଗୁରୁତର ଆହାତ ହୋଇ ପାଟଣା…

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୂବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ…

ଭୁବନେଶ୍ୱରେ ମହାରାଷ୍ଟ୍ର STF ଓ NIA ଟିମ୍‌

ଭୂବନେଶ୍ୱର : ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ଘଟଣା । ଅଭିଯୁକ୍ତ ସଂଜୟ ଜମ୍ବୁରେକୁ ୪ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ STF ।ସେପଟେ ଭୁବନେଶ୍ବରରେ ପହଁଚିଲେ ମହାରଷ୍ଟ୍ର STF ଓ NIA ଟିମ୍। ସଂଜୟ ଜମ୍ବୁରେର ପାକିସ୍ତାନ ଲିଙ୍କ…

କେନାଲ ବନ୍ଧ ଭିତରେ ପଡ଼ି ଯିବାରୁ ଯୁବକ ମୃତ

କେନାଲ ବନ୍ଧ ଭିତରେ ପଡ଼ି ଯିବାରୁ ଯୁବକଙ୍କ ମୃତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ନିକଟରେ ଥିବା ବୈତରଣୀ ନଦୀର ଝରଣା ଦେଇ ଯାଇଥିବା ଧାରେ ଧାରେ କେନାଲ ରେ ଜଣେ ଯୁବକ ଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ…

ମହିଳାଙ୍କ ପାଇଁ ଖୋଲିଲା ଲାବଣ୍ୟ କ୍ରିଏସନ଼୍ ବୁଟିକ୍

ମହିଳାଙ୍କ ପାଇଁ ଖୋଲିଲା ଲାବଣ୍ୟ କ୍ରିଏସନ଼୍ ବୁଟିକ୍ ସ୍ଥାନ କଟକ ତାରିଖ 08,/07/23 ଆଜି ଦର୍ଘା ବଜାର ନେତାଜୀ ସୁବାଷ ଚନ୍ଦ୍ର ଆର୍ କେଡ଼ ମଲ୍ ଠାରେ ଲାବଣ୍ୟ କ୍ରିଏସନ଼୍ ନାମକ ଏକ କପଡ଼l ଦୋକାନକୁ ଉଦଘାଟିତ କରିଥିଲେ କଟକ ମେୟର…

ନବୀନଙ୍କ ଘୋଷଣା: ବଢିଲା କଳାକାରଙ୍କ ପାରିଶ୍ରମିକ

ଭୁବନେଶ୍ୱର: କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ୟ୍ୟକ୍ରମ ଗୁଡିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ବିଭିନ୍ନ ଲୋକକଳା ଯଥା…

କାଶୀବୋଣ୍ଡେଲ ଗାଁକୁ କେବେ ପହଞ୍ଚିବ ସରକାରଙ୍କ ଯୋଜନା: ଏବେବି ଝରଣା ପାଣି ଭରଷାରେ ଗ୍ରାମବାସୀ

କାଶୀବୋଣ୍ଡେଲ ଗାଁକୁ କେବେ ପହଞ୍ଚିବ ସରକାରଙ୍କ ଯୋଜନା: ଏବେବି ଝରଣା ପାଣି ଭରଷାରେ ଗ୍ରାମବାସୀ ଦେଶ ସ୍ୱାଧୀନତାର ୬୭ବର୍ଷ ପରେବି ମୌଳିକ ସୁବିଧାରୁ ବଞ୍ଚିତ ରହିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କାଶୀବୋଣ୍ଡେଲ ଗାଁ। ଏହି ଗାଁରେ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ…

You missed