୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ
ଭୁବନେଶ୍ବର: ୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର…
