ପ୍ରତିଶ୍ରୁତି ମୁତାବକ ଶୁଦ୍ଧିକ୍ରିୟା ସହାୟତା ଯୋଗାଇଲା ଭରସା ପରିବାର
ପ୍ରତିଶ୍ରୁତି ମୁତାବକ ଶୁଦ୍ଧିକ୍ରିୟା ସହାୟତା ଯୋଗାଇଲା ଭରସା ପରିବାର ଦୁଇ ଦିନ ପୂର୍ବରୁ ଖବର ପାଇ ପାଟଣା ବ୍ଲକ ଚିନାମାଳି ପୋଷି ଗ୍ରାମ ପଞ୍ଚାୟତ ବଡ ମହୁଲଡିହା ଗ୍ରାମର ରାଞ୍ଚି ମୁଣ୍ଡା (୨୪ ବର୍ଷ)ଙ୍କ ଅକାଳ ବିୟୋଗ ପରେ ଦୁଃଖରେ ଭାଙ୍ଗି…
