Author: jagratbharatnews

ଢ଼େଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘକୁ “ହିନ୍ଦୁସ୍ଥାନ ସେବା ସମ୍ମାନରେ” ସମ୍ମାନିତ

ଆଜି HINDUSTAN HELPING HAND ORG.CUTTACK ତରଫରୁ ଢ଼େଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘକୁ Cuttack railway institute ଠାରେ “ହିନ୍ଦୁସ୍ଥାନ ସେବା ସମ୍ମାନରେ” ସମ୍ମାନିତ କରିଥିଲେ।ଏଥିରେ କଟକ ମେୟର ଶ୍ରୀ ସୁବାସ ସିଂ ମହୋଦୟ ମୁଖ୍ୟ ଅତିଥି ସମାଜସେବୀ ଗଗନ…

ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟର ଅବସର କାଳୀନ ତଥା ବିଦାୟ କାଳୀନ ସମ୍ବଦ୍ଧନା ମହୋତ୍ସବ ପାଳିତ

ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟର ଅବସର କାଳୀନ ତଥା ବିଦାୟ କାଳୀନ ସମ୍ବଦ୍ଧନା ମହୋତ୍ସବ ପାଳିତ ବିଷୟ______ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବ୍ଳକ ଅନ୍ତର୍ଗତ ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟ ଆନୁକ୍ୱଲ୍ୟରେ 30 ତମ ବାର୍ଷିକ କ୍ରୀଡା ଉତ୍ସବ…

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନ୍‌ସ୍ପାୟାର – ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା – ୨୦୨୧ – ୨୨ ଉଦ୍‌ଘାଟିତ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନ୍‌ସ୍ପାୟାର – ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା – ୨୦୨୧ – ୨୨ ଉଦ୍‌ଘାଟିତ ଢେଙ୍କାନାଳ , ୦୫୦୦୧ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ମାତୃଭବନ ବାରଦା ପରିସରରେ ଅପରାହ୍ନ…

ହାତୀ ତାଣ୍ଡବରେ ଜଣେ ମୃତ

ହାତୀ ତାଣ୍ଡବରେ ଜଣେ ମୃତ ଗ୍ରାମବାସୀଙ୍କ ଅଭିଯୋଗ ମଦ ପିଇ କାର୍ଯ୍ୟରେ ଅବହେଳା କରୁଛି ବନ ବିଭାଗ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁ ସାହି ରେ ହାତୀ ଆକ୍ରମଣରେ ଜଣଙ୍କର୍ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ…

ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ

ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ ଢେଙ୍କାନାଳ , ତା ୦୭.୦୧.୨୦୨୩ – ଜିଲ୍ଲାରେ ଥିବା ସବୁଜିମା ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏବଂ ଦେବପୀଠ ଗୁଡିକରେ ପ୍ରକୃତି ଅନୁକୂଳ ଓ ପୌରଣିକ ଗାଥା ବହନ କରୁଥିବା କାରୁକାର୍ଯ୍ୟ…

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି ଅନୁଗୋଳ – ଅନୁଗୋଳ ଜିଲ୍ଲାର ସାତକୋଶିଆରେ କୁମ୍ଭୀର ଗଣନା। ସାତକୋଶିଆରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ । ୪ ଦିନ ଧରି ଚାଲିବ ଗଣନା କାର୍ଯ୍ୟ, ମୋଟ ୧୨ଟି ଟିମ୍ ନିୟୋଜିତ। ମୋବାଇଲ ଟ୍ରାକିଂ,…

ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା

ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା । ଫେବ୍ରୁଆରୀ ୧୦ ଯାଏଁ ଚାଲିବ। ଜାନୁଆରୀ ୩୦ରୁ ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଅନୁମତି । ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରାପାର୍ଟିକୁ ପ୍ରଦର୍ଶନ ଅନୁମତି ।…

ଆସନ୍ତା ୧୨ରୁ ରୁଟିନ୍ ଉଡ଼ାଣ ଆରମ୍ଭ ହେବ

ଆସନ୍ତା ୧୨ରୁ ରୁଟିନ୍ ଉଡ଼ାଣ ଆରମ୍ଭ ହେବ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା* ରାଉରକେଲାରୁ ଭୁବନେଶ୍ୱର ବିମାନ ଭଡ଼ା ୨୭୨୧ ଟଙ୍କା। ଭୁବନେଶ୍ୱରରୁ ଦିନ ୨ଟା ୫୫, ରାଉରକେଲାରୁ ୪ଟା ୧୫ରେ ଛାଡ଼ିବ ବିମାନ। Post Views: 22

ରାଜମହଲ ଓଭର ବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ

ଭୁବନେଶ୍ୱର: ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ, ରାଜମହଲ ଓଭର ବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର; ଟ୍ରେନ ତାର ତଳେ ପଡିବା ପରେ ଟ୍ରାକ କଡ଼ରେ ନିଆଁ ଲାଗି ଯାଇଥିଲା, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ ପ୍ରୋଗ୍ରାମ କରିବା ପାଇଁ ଜଣାଯାଇଥିବାରୁ, ଏହି ପରିପ୍ରେକ୍ଷୀରେ ଆଜି ଜାନୁଆରୀ ମାସ ସାତ ତାରିଖ ପୂର୍ବାହ୍ନ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ…

You missed