ଦେବସ୍ନାନ ମନ୍ଦରଗିରି ପୁସ୍ତକକୁ ଉନ୍ମୋଚନ କଲେ ବିଧାୟକ ରଜନୀକାନ୍ତ ସିଂହ
ଅନୁଗୋଳ – ଆଜି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଦ୍ଵାରା ପୁସ୍ତକ ‘ ଦେବସ୍ନାନ ମନ୍ଦରଗିରି’ ର ଉନ୍ମୋଚନ ହୋଇଯାଇଛି। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହ ଯୋଗ ଦେଇ ଥିବା…
