Category: ଅନୁଗୋଳ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୮ ଘଟିକା ରୁ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସମ୍ବଲପୁର ରେ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଅବସରରେ ବିଧର୍ମୀ…

ସଂସାଦଙ୍କ ନେତୃତ୍ଵରେ ଏକ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ବନ୍ଦ

ସଂସାଦଙ୍କ ନେତୃତ୍ଵରେ ଏକ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ବନ୍ଦ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ କଲେଜ ଛକ ନିକଟରେ ୫୫ନଂ ଜାତୀୟ ରାଜପଥକୁ ଏକ ଘଣ୍ଟା ପାଇଁ ବନ୍ଦ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। ସୂଚନା…

ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ ଜାତୀୟ ରାଜପଥ ରେ ମୃତ୍ୟୁ ହାର କମିବ କେବେ ସାଧାରଣ ଜନତା ମନରେ ପ୍ରଶ୍ନ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ।…

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…

ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ

ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ ଅନୁଗୋଳ ଜିଲ୍ଲା ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ତୃତୀୟ ଦିନର ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ…

ବିଜୁ ବାବୁ ୨୬ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ସ୍ବେଛାକୃତ ରକ୍ତଦାନ ଶିବିର

ବିଜୁ ବାବୁ ୨୬ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ସ୍ବେଛାକୃତ ରକ୍ତଦାନ ଶିବିର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଆଜି ବଅଁରପାଳ ବ୍ଲକ ଅନ୍ତର୍ଗତ ବଡକେରେଜାଙ୍ଗ ପଞ୍ଚାୟତ ଠାରେ ,”…

ଅପ୍ରେଲ ୧୭ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ହେବ ସକାଳ ୬.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ

ଭୁବନେଶ୍ୱର ( ୧୫ / ୦୪ / ୨୦୨୩) ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଅପ୍ରେଲ ୧୭ରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ , ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ଵାଦଶ…

ବଜରଙ୍ଗ ଦଳପକ୍ଷରୁ ଜୟ ଶ୍ରୀ ରାମ ଶୋଭାଯାତ୍ରା ।

କଟକ ଚୌଦ୍ୱାର ବଜରଙ୍ଗ ଦଳପକ୍ଷରୁ ଚୌଦ୍ୱାର ଅଂଚଳରେ ପବିତ୍ର ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ ଅବସରରେ ରାମ ନାମରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ରାମମୟ ପରିବେଶ ସୃଷ୍ଟି ହୋଇଥିଲା। ବଜାରଙ୍ଗୀ ମାନେ ପଦଯାତ୍ରା…

ମଣ୍ଡାପଡା ଜଗତପୁର ସେତୁ ସ୍ଥାନ ନିରୂପଣ ।

କଟକ ବିରୂପା ନଦୀ ଉପରେ ହେବ ଏକ ସେତୁ। ୬୦ କୋଟି ର ବ୍ୟୟବରାଦ ରେ ୫୦୦ ମିଟର ସେତୁ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ଆଜି ପ୍ରସ୍ତାବିତ ଜାଗା ପରିଦର୍ଶନ କଲେ ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ…

ମା ତାରିଣଙ୍କ ମନ୍ଦୀରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ।

ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୧୫ସ୍ଥିତ ତଥା ବଡ଼ବିଲ ସହର ମୁଖ୍ୟ ପ୍ରବେଶ ପଥ କୀରିବୁରୁଛକ ଠାରେ ଥିବା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…