ଟାଟା ଷ୍ଟିଲ ଫାଉଣ୍ଡେସନର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ଦ୍ବାରା ଢେଙ୍କାନାଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ସୁଦୃଢ଼
ଢ଼େଙ୍କାନାଳ/ ନରେନ୍ଦ୍ରପୁର, ମଇ ୮, ୨୦୨୪: ଟାଟା ଷ୍ଟିଲ ଫାଉଣ୍ଡେସନର ସର୍ବାଙ୍ଗୀନ ଗୋଷ୍ଠୀ ବିକାଶ ପ୍ରତି ଥିବା ପ୍ରତିବଦ୍ଧତା ବଦ୍ଧତା ଢେଙ୍କାନାଳ ଜିଲ୍ଲାରେ ଥୁବା ଟାଟା ଷ୍ଟିଲ ମେରମଣ୍ଡଳୀ ପ୍ଲାଣ୍ଟର ଆଖପାଖ ଗ୍ରାମଗୁଡିକରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ପରିବର୍ତନ ଆଣିପାରି ପାରିଛି।…
