ତିଲେଇମାଲ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ:୨୦୦୦ ଲିଟର ମହୁଲପୋଚ ଓ ୭୦ ଲିଟର ରନ୍ଧା ମଦ ଜବତ
ତିଲେଇମାଲ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ:୨୦୦୦ ଲିଟର ମହୁଲପୋଚ ଓ ୭୦ ଲିଟର ରନ୍ଧା ମଦ ଜବତ ଅମ୍ବାଭୋନା -୧୨/୦୯/୨୦୨୩– ମଙ୍ଗଳବାର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ର ତିଲେଇମାଳ ଗ୍ରାମ ନିକଟରୁ ଅବକାରୀ ବିଭାଗ ଦ୍ବାରା ଅତର୍କିତ ଚଢାଉ କରାଯାଇ…
