Category: ବାଲେଶ୍ଵର

ମା ତାରିଣଙ୍କ ମନ୍ଦୀରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ।

ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୧୫ସ୍ଥିତ ତଥା ବଡ଼ବିଲ ସହର ମୁଖ୍ୟ ପ୍ରବେଶ ପଥ କୀରିବୁରୁଛକ ଠାରେ ଥିବା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ ଓ ସୁନା ବେଶରେ ଦର୍ଶନ ଦେଲେ ମା

କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖରୁ ୧୫ତାରିଖ ପଯ୍ୟନ୍ତ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ।୧୯୩୭ ମସିହାରୁ…

ମା ଅନ୍ଧାରି ଙ୍କ ଚଇତି ପର୍ବ ଆରମ୍ଭ ଓ ସୁନା ବେଶରେ ଦର୍ଶନ ଦେଲେ ମା

କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଅନ୍ଧାରି ଙ୍କ ରାଜନଗର ଠାରେ ଆଜି ଠାରୁ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୧୪ତାରିଖରୁ ୧୬ତାରିଖ ପଯ୍ୟନ୍ତ ତିନି ଦିନ ଧରି ଚାଲିବ ମା ଅନ୍ଧାରି ଙ୍କ ଏହି ଚଇତି…

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

(୧୫/୦୪/୨୦୨୩) ଢ଼େଙ୍କାନାଳ : ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ସମ୍ବଲପୁର ସହରରେ ଆଧ୍ୟାତ୍ମିକ ବାତାବରଣ ଓ ଉଦ୍ଦୀପନା ହର୍ଷ ଉଲ୍ଲାସରେ ଚିରଞ୍ଜିବୀ ରାମ ଭକ୍ତ ଆଞ୍ଜେନେୟ ‘‘ହନୁମାନ’’ଜୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ଦେବସେନା ଓ ବଜରଙ୍ଗ ଦଳର ସମର୍ପିତ ଭାଇ…

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ 

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩ – ୨୪ରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ…

୪ ଚୋର ସମେତ ପାଞ୍ଚ ନାବାଳକ ଗିରଫ

ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…

ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ…

ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ବାଲେଶ୍ବର: ହଷ୍ଟେଲ ନିକଟ କୋଠାରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ। ଫକୀର ମୋହନ ମେଡିକାଲ କଲେଜ ୩ୟ ବର୍ଷ ଛାତ୍ରଙ୍କ ମୃତ୍ୟୁ। ମୃତ ମେଡିକାଲ ଛାତ୍ର ବାଲେଶ୍ବରର ହିତେଷ୍ଣୁ ଦାସ ସୂଚନା। କେଉଁ ଅବସ୍ଥାରେ…

କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଓଡ଼ିଶାରେ ‘ଉତ୍କଳ ଦିବସ’ରୁ ଜି-୨୦ ବୈଠକ ପର୍ଯ୍ୟନ୍ତ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ…