Category: ବାଲେଶ୍ଵର

ରାଇରଙ୍ଗପୁରରେ ଡାକ ଭବନ ଓ ପାସପୋର୍ଟ ସେବା କେନ୍ଦ୍ର ନିର୍ମାଣ ପାଇଁ ମାଗଣାରେ ଜମି ଯୋଗାଇଦେବେ ରାଜ୍ୟ ସରକାର; କ୍ୟାବିନେଟ୍‌ ମଞ୍ଜୁରୀ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହା ମୌଜାରେ ଭାରତ ସରକାରଙ୍କ ଡାକ ବିଭାଗ ସପକ୍ଷରେ ରାଇରଙ୍ଗପୁର ଡିଭିଜନର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ଏକ ଆଧାର କେନ୍ଦ୍ର ଏବଂ ରାଇରଙ୍ଗପୁର ପୌରାଞ୍ଚଳରେ ଏକ ପୋଷ୍ଟ ଅଫିସ୍ ପାସପୋର୍ଟ…

ନକଲି RTO ସାଜି ରାଜପଥରେ ଚାନ୍ଦା ଆଦାୟ, ପୁଲିସ ହାତରେ ଜଣେ ଗିରଫ 

ନକଲି RTO ସାଜି ରାଜପଥରେ ଚାନ୍ଦା ଆଦାୟ, ପୁଲିସ ହାତରେ ଜଣେ ଗିରଫ ବାଲେଶ୍ୱର: ପରିବହନ ବିଭାଗର ଅଧିକାରୀ ସାଜି ରାଜପଥରେ ଗାଡ଼ି ଯାଞ୍ଚ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ନକଲି RTOଙ୍କୁ ଗିରଫ କରିଛି ଜଳେଶ୍ୱର ପୁଲିସ।…

ଚାନ୍ଦିପୁରରେ ସଫଳ ଅଗ୍ନି-୪ ପରୀକ୍ଷା; ଭାରତର ରଣନୀତିକ ଶକ୍ତିକୁ ମିଳିଲା ଆଉ ଏକ ବଳ

ଚାନ୍ଦିପୁରରେ ସଫଳ ଅଗ୍ନି-୪ ପରୀକ୍ଷା; ଭାରତର ରଣନୀତିକ ଶକ୍ତିକୁ ମିଳିଲା ଆଉ ଏକ ବଳ ଭୁବନେଶ୍ୱର, ଅଗଷ୍ଟ ୭: ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ **ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)**ରୁ ଭାରତ ଗୁରୁବାର ସଫଳତାର ସହ ଅଗ୍ନି-୪ ମଧ୍ୟମ ଦୂରତା ବିଶିଷ୍ଟ…

ଅଙ୍ଗନବାଡ଼ି ଖାଦ୍ୟରୁ ମିଳିଲା ମଲା ଝିଟିପିଟି; ୭ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଚିକିତ୍ସାଧୀନ

ଅଙ୍ଗନବାଡ଼ି ଖାଦ୍ୟରୁ ମିଳିଲା ମଲା ଝିଟିପିଟି; ୭ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଚିକିତ୍ସାଧୀନ ବାଲେଶ୍ୱର, ୫ ଅଗଷ୍ଟ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ର ମଇତାପୁର ପଞ୍ଚାୟତ ଅଧୀନ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ସୋରରେ ହାତୀ ଉପଦ୍ରବ ଚରମରେ: ସନ୍ଧ୍ୟା ହେଲେ ଘରେ ବନ୍ଦୀ ଜୀବନ, ଭୟରେ କଟୁଛି ରାତି

ସୋରରେ ହାତୀ ଉପଦ୍ରବ ଚରମରେ: ସନ୍ଧ୍ୟା ହେଲେ ଘରେ ବନ୍ଦୀ ଜୀବନ, ଭୟରେ କଟୁଛି ରାତି ସୋର, ୦୩/୦୮: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅଧୀନ ମାଣିପୁର, ସିଙ୍ଗାଖୁଣ୍ଟା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ…

ସ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାକୁ ଘରକୁ ଫେରିଥିଲେ, ପରଦିନ ମିଳିଲା ମୃତଦେହ

ଜନ୍ମଦିନରେ ଘରକୁ ଫେରିଥିଲେ ଇଞ୍ଜିନିୟର ସ୍ୱାମୀ, ପରଦିନ ମିଳିଲା ଝୁଲନ୍ତା ମୃତଦେହ… ହତ୍ୟା ଅଭିଯୋଗରେ ତଦନ୍ତ ଜୋରଦାର ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଘରକୁ ଆସିଥିଲେ ୩୪ ବର୍ଷୀୟ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀ। ହେଲେ ଏହି ଖୁସିର…

ରେଳ ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ

ରେଲୱେ ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୋଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ । ସୋର…

ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ

ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ ହୋଇଛି । ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର । ଭାରତର ସାମରିକ ଶକ୍ତିରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଯୋଡ଼ି ହୋଇଛି । ଓଡ଼ିଶା ଉପକୂଳ ସ୍ଥିତ ଏପିଜେ ଅବଦୁଲ…

ଗ୍ୟାସ ଟାଙ୍କି ଫାଟି ୩ ଆହତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ…

ଫିଲ୍ମ ସୁଟିଂ ବେଳେ ବୋଟ ରୁ ପଡ଼ି ଅଭିନେତାଙ୍କ ମୃତ୍ୟୁ

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ତାଳସାରୀରେ ସୁଟିଂ ବେଳେ ଅଘଟଣ । ସୁଟିଂ ବେଳେ ବୋଟରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତା ରାହୁଲ ବାନାର୍ଜୀ । ବୋଟରୁ ଖସି ପଡ଼ିବା ପରେ ତାଙ୍କୁ…