ବିପଦର ବନ୍ଧୁ ଗଞ୍ଜାମ ତରଫରୁ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ
ବିପଦର ବନ୍ଧୁ ଗଞ୍ଜାମ ତରଫରୁ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୦.୦୪.୨୦୨୦)-: ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଗଂଜାମ ସଦସ୍ୟଙ୍କ ଦ୍ୱାରା ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତାପଡ଼ା ପଞ୍ଚାୟତର କେ. ରାଣୀପଡା…
