Category: ଭୁବନେଶ୍ବର

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ସମୀକ୍ଷା ବୈଠକ

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ୨୦୨୬ ଫେବୃଆରୀ ମାସ ଶେଷ ସୁଦ୍ଧା…

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କୁ ଶୁଭେଚ୍ଛା। ଶୁକ୍ରବାର, ୬ ମାର୍ଚ୍ଚ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ଆଜିର ରାଶିଫଳ ରାଶି ଶୁଭ ରଙ୍ଗ ଶୁଭ ସଂଖ୍ୟା ଶୁଭ ସମୟ ପରାମର୍ଶ/ପ୍ରତିକାର ମେଷ…

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

ଅସୁସ୍ଥ ହୋଇପଡିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗତକାଲି ରାତିରେ ସାମାନ୍ୟ ହୃଦଘାତ ଯୋଗୁଁ ସମସ୍ୟା ହୋଇପଡିଲା। ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମସ ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତରିତ…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ୫ ପ୍ରାର୍ଥୀ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ଆଜି ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଥିବାବେଳେ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା…

ଅତାବିରା ପୋଲିସ ହାତରେ ବ୍ରାଉନ ସୁଗର ଜବତ, ୧ ଗିରଫ! SDPO ଙ୍କ ସାମ୍ବାଦିକ ସମ୍ବିଳନୀ

ଭୁବନେଶ୍ୱର: ଆଜି ନୁହେଁ ଆସନ୍ତାକାଲି ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ପହଞ୍ଚିବା ପରେ ସିଧା ମୁଣ୍ଡୁଳି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ପରେ ପାରାଦୀପ ଓ ଭୁବନେଶ୍ୱରରେ ମଧ୍ୟ ଶାହ କାର୍ଯ୍ୟକ୍ରମରେ ଯୋଗ…

ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ପାଳିବ ବିଜେଡି

(ଗୁରୁବାର) ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ପାଳନ କରାଯିବ ବୋଲି ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ,ଗୁରୁବାର ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତିରେ…

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳିଲେ ହୋଲି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଶିଷ୍ଟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ। ବାଚସ୍ପତି ସୁରମା ପାଢୀ , ପୋଲିସ ଡିଜି ୱାଇ ବି ଖୁରାନିଆ , ପୋଲିସ କମିଶନର…

ଆଜିର ରାଶିଫଳ

​🌟 ଆଜିର ରାଶିଫଳ (୫ ମାର୍ଚ୍ଚ ୨୦୨୬, ଗୁରୁବାର) 🌟 ​୧. ମେଷ ରାଶି: ଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ସଫଳତାର ଦିନ । ପରିବାରରେ ହସଖୁସିର ପରିବେଶ ରହିବ । ​୨. ବୃଷ ରାଶି: ଆର୍ଥିକ ସ୍ଥିତିରେ ସୁଧାର ଆସିବ…

ଆସିଲାରେ ରଙ୍ଗର ପର୍ବ ହୋଲି

ନ୍ୟୁଜ୍ ହେଡଲାଇନ୍: ରଙ୍ଗର ପର୍ବ ହୋଲି: ‘ଜାଗ୍ରତ ଭାରତ’ର ସ୍ୱତନ୍ତ୍ର ରିପୋର୍ଟ – ଘରେ ଘରେ ଖୁସିର ଲହର ସ୍ଥାନୀୟ ବାସିନ୍ଦାଙ୍କ ମତାମତ: “ଆମେ ବହୁତ ଖୁସି ଯେ ଚଳିତ ବର୍ଷ ବହୁତ ଶାନ୍ତିପୂର୍ଣ୍ଣ ଭାବେ ହୋଲି ପାଳନ ହେଉଛି। ଜାଗ୍ରତ…