ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା
ନୁଆଦିଲ୍ଲୀ: ଇସଲାମାବାଦ ବିସ୍ଫୋରଣ ପରେ ଶ୍ରୀଲଙ୍କା କ୍ରିକେଟ ଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇସଲାମାବାଦ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଫଳସ୍ୱରୂପ, ଅନେକ ଶ୍ରୀଲଙ୍କା କ୍ରିକେଟ ଖେଳାଳି ସିରିଜର…
