ଦ୍ୱିତୀୟ ଟି-୨୦ ମ୍ୟାଚ୍ : ୩ ୱିକେଟ୍ରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ, ୧୧/୧୧ : ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ଭୋଗି ଭାରତ ୬ ୱିକେଟ୍ରେ ୧୨୪ ରନ୍ କରିଥିଲା। ପରେ ୬ଟି ବଲ୍ ବାକିଥାଇ ୭ ୱିକେଟ୍ ହରାଇ ଘରୋଇ…
ଅବସର ଘୋଷଣା କଲେ ରିଦ୍ଧିମାନ ଶାହ
କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି…
ମହିଳା କ୍ରିକେଟ: ୪ ବର୍ଷରେ ୧୧ଟିମ ଖେଳିବ ୪୦୦ ମ୍ୟାଚ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି…
ଭାରତର ବିଜୟ: ସେମିଫାଇନାଲ ପାଇଁ ନିକଟତର ହେଲା ଭାରତ
ଭାରତର ବିଜୟ: ସେମିଫାଇନାଲ ପାଇଁ ନିକଟତର ହେଲା ଭାରତ ଲକ୍ଷ୍ନୌ- ୨୯।୧୦: ଦିନିକିଆ ବିଶ୍ୱକପର ୨୯ତମ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…
ବିରାଟ କୋହଲିଙ୍କ ଦମଦାର ୯୫ ରନ, ୪ ୱିକେଟରେ ଜିତିଲା ଭାରତ
ବିରାଟ କୋହଲିଙ୍କ ଦମଦାର ୯୫ ରନ, ୪ ୱିକେଟରେ ଜିତିଲା ଭାରତ ୪ ୱିକେଟରେ ଜିତିଲା ଭାରତ । ୨୦୦୩ ପରେ ଭାରତ ୨୦୨୩ରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ପରାସ୍ତ କରିଛି । 20 ବର୍ଷ ପରେ ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ…
ବିଶ୍ୱକପ୍ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ
ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ…
ଭାରତ ୧୦ ୱିକେଟ ରେ ବିଜୟୀ ଓ ରେକର୍ଡ କଲା ଭାରତ
ଭାରତ ୧୦ ୱିକେଟ ରେ ବିଜୟୀ ଓ ରେକର୍ଡ କଲା ଭାରତ ୧୦ ୱିକେଟ୍ରେ ଫାଇନାଲ ଜିତିବାରେ ଭାରତର ରେକର୍ଡ। ଦ୍ୱିତୀୟ ଥର ପାଇଁ ଭାରତ ଫାଇନାଲକୁ ୧୦ ୱିକେଟରେ ଜିତିଲା। ୧୯୯୮ରେ ଶାରଜାହରେ ଜିମ୍ବାୱେକୁ ୧୦ ୱିକେଟ୍ ମାତ୍ ଦେଇଥିଲା…
ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ଖେଳାଯିବ
ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ସୋମବାର ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଲା ବର୍ଷା। ଶ୍ରୀଲଙ୍କାର ଆର୍. ପ୍ରେମାଦାସା ଷ୍ଟାଡିଅମରେ ମ୍ୟାଚ୍ ବେଳେ ବର୍ଷା। ୨୪.୧ ଓଭର ସୁଦ୍ଧା ଭାରତର ସ୍କୋର ୧୪୭/୨। ୨୦ ଓଭର ବିଶିଷ୍ଟ…
ହିଥ୍ ଷ୍ଟ୍ରିକ ଙ୍କ ପରଲୋକ
ହିଥ୍ ଷ୍ଟ୍ରିକ ଙ୍କ ପରଲୋକ ଜିମ୍ବାୱେ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ଙ୍କ ପରଲୋକ। କ୍ୟାନସରରେ ଆକ୍ରାନ୍ତ ହିଥ୍ ଷ୍ଟ୍ରିକ୍ଙ୍କ ୪୯ ବର୍ଷ ବୟସରେ ପରଲୋକ। ଦେଶ ପାଇଁ ୬୫ ଟେଷ୍ଟ, ୧୮୯ ଦିନିକିଆ ଖେଳିଛନ୍ତି ଷ୍ଟ୍ରିକ୍। ୯୦ ଦଶକରେ…
