Category: Cricket

ଆଜି କ୍ରିକେଟ୍‌ ରୋମାଞ୍ଚ: ଭାରତ-ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍

ହରାରେ: ଲଗାତାର ପରାଜୟର ଧାରାକୁ ଭାଙ୍ଗି ବିଜୟର ରାସ୍ତାକୁ ଫେରିବା ଲକ୍ଷ୍ୟରେ ଆଜିଠାରୁ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ କରୁଛି ଭାରତ। ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି…

ସିରିଜ୍ ପରାଜୟ ପରେ ଅଧିନାୟକଙ୍କ ଚିନ୍ତା: ବିଶ୍ୱକପ୍‌ରେ ୧୧ଟି ମ୍ୟାଚ୍ ଖେଳିବାକୁ ହେଲେ…

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ୨୭ ରନ୍‌ରେ ପରାଜୟ ସହ ଭାରତୀୟ ଦଳ ୧-୨ରେ ସିରିଜ୍ ହାରିଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇ ସିରିଜ୍ ହାତଛଡ଼ା କରିଛି। ସିରିଜ୍ ପରାଜୟ ପରେ…

୨-୧ରେ ସିରିଜ୍‌ କବ୍‌ଜା କଲା ଇଂଲଣ୍ଡ, ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଲା ମାତ୍

ରୋହିତଙ୍କ ଶତକ ବି ଫିକା, ୨୭ ରନରେ ହାରିଲା ଭାରତ; ୨-୧ରେ ଇଂଲଣ୍ଡର ସିରିଜ୍‌ ବିଜୟ ଲଡର୍‌ସ, ୨୦/୭: ରୋହିତ ଶର୍ମାଙ୍କ ଦମଦାର ଶତକ ମଧ୍ୟ ଭାରତକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ରବିବାର ଖେଳାଯାଇଥିବା ୩ୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ…

ଭାରତକୁ ଝଟକା! ରୁଟ୍‌ଙ୍କ ଅପରାଜିତ ୯୯*ରେ ଇଂଲଣ୍ଡର ବିଜୟ

କାର୍ଡିଫ୍‌ : ଜୋ ରୁଟ୍‌ଙ୍କ ଅପରାଜିତ ୯୯ ରନ୍‌ ବଳରେ ଗୁରୁବାର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ଭାରତକୁ ୪ ୱିକେଟ୍‌ରେ ପରାସ୍ତକରି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଇଂଲଣ୍ଡ ୧-୧ କରିପାରିଛି। ବିରାଟ କୋହଲି ଓ ଶ୍ରେୟସ…

କାର୍ଯ୍ୟସୂଚୀରେ ବଡ଼ ଅଦଳବଦଳ, ବାଂଲାଦେଶ ଗସ୍ତରୁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତକୁ ସରକାରୀ ଅନୁମୋଦନ ମିଳିବାର ସମ୍ଭାବନା ନିକଟତର ହୋଇଛି। ଗତ ବର୍ଷ ଅଗଷ୍ଟରେ ଟିମ୍ ଇଣ୍ଡିଆ ପଡ଼ୋଶୀ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାଜନୈତିକ ଉତ୍ତେଜନା ଯୋଗୁଁ ସିରିଜ୍ ସ୍ଥଗିତ ରଖାଯାଇଥିଲା।…

ମେଲବୋର୍ଣ୍ଣରୁ ମୋଦୀଙ୍କ ଘୋଷଣା: ଚେନ୍ନାଇରେ ଆୟୋଜିତ ହେବ ବିଗ୍ ବ୍ୟାଶ୍ ଲିଗ୍ ମ୍ୟାଚ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।…

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳ ଏଫଆଇଏଚ୍ ପ୍ରୋ ଲିଗ ୨୦୨୫-୨୬ ରେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରି ଏକ ଦମଦାର ବିଜୟ ହାସଲ କରିଛି। ଅଧିନାୟକ ହରମନପ୍ରୀତ ସିଂହ ଲଣ୍ଡନର ଲି ଭ୍ୟାଲି…

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଭାରତ ତ୍ରିରାଷ୍ଟ୍ରୀୟ ସିରିଜ ଜିତିଛି। ଟିମ୍ ଇଣ୍ଡିଆ ୬୬ ରନରେ ଫାଇନାଲ ମ୍ୟାଚ୍ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଭାରତର ବିଜୟର ନାୟକ ଥିଲେ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ଏକତରଫା ଥିଲା। ପ୍ରଥମେ…

ଅନିଲ, ମନୋଜ, ପପୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଦୁଇ ଦିନ ପାଇଁ ଅନୁଷ୍ଠିତ

କଣିହାଁ ବ୍ଲକ ବୁରୁକୁନା ଗ୍ରାମ ପଂଚାୟତ ର ଶରଧା ପୁର ଗ୍ରାମରେ ମକବତ ତରଫରୁ ଅନିଲ, ମନୋଜ, ପପୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଥିଲା, ଉକ୍ତ ଟୁର୍ନାମେଣ୍ଟ ୮ଗୋଟି ଟିମ ଖେଳ ପଦର୍ଶନ କରି MKCT…

ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୁଆଦିଲ୍ଲୀ: ବିସିସିଆଇ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରିଛି, ଏହା ସହିତ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ମଧ୍ୟ ଘୋଷଣା କରିଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଆଇପିଏଲ ଷ୍ଟାର 15 ବର୍ଷୀୟ ବୈଭବ…

You missed