Category: Crime

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ

ସମ୍ବଲପୁର: ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ମିଳିଲା ବୋମା ଧମକ । ଇ-ମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେଲ୍ ଆଶିଛି । ଯାହା ଜିଲ୍ଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଧମକପୂର୍ଣ୍ଣ ମେଲ୍ ଆସିବା ପରେ…

ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ

କଟକ: ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ। ବିହାରର ରାଜା ସାହାଣୀ ଋଷିକେଶରୁ ଗିରଫ କରିଛି ପୋଲିସ। ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍। ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ। ଦଶହରାରେ ମଧୁକାନ୍ତ…

କୁବେର ଡେପୁଟି ମ୍ୟାନେଜର: ରେଡ୍ ବେଳେ ବାବୁଙ୍କ ଘରୁ ମିଳିଲା ୧ କେଜି ୧୪୦ ଗ୍ରାମ ସୁନା

ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର

ଓଡିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଠାରୁ ୫.୧୮ ଲକ୍ଷରୁ ଊର୍ଦ୍ଧ୍ୱ ଅବୈଧ ନଗଦ ଟଙ୍କା ସହିତ ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ମୋଟ ୪୫,୪୧,୬୦୦ ଟଙ୍କା ଜବତ ହୋଇଛି ।…

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

ନୁଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ମେଟ୍ରୋ ପୋଷ୍ଟର ମାମଲାରେ ସମ୍ପ୍ରତି ଗିରଫ ହୋଇଥିବା ମଡ୍ୟୁଲର ହ୍ୟାଣ୍ଡଲର ଲସ୍କର-ଏ-ତୈୟବା ଆତଙ୍କବାଦୀ ଶବ୍ବୀର ଅହମ୍ମଦ ଲୋନକୁ ଗିରଫ କରିଛି। ସୂଚନା ଅନୁଯାୟୀ ଶବ୍ବୀର ଅହମ୍ମଦ ଲୋନ ସମ୍ପୂର୍ଣ୍ଣ ମଡ୍ୟୁଲ ପରିଚାଳନା କରୁଥିଲା ଏବଂ…

ବନ୍ଧୁକ ସହ ବ୍ରାଉନ ସୁଗାର ବେପାରୀ ଗିରଫ କଲା ଧନୁପାଲି ଥାନା ପୋଲିସ

ଧନୁପାଲି ଥାନା ପୋଲିସ ଗତ କାଲି ୨୩ ବର୍ଷିୟ ଯୁବକ ଅରମାନ ଖାନ୍ କୁ ଗିରଫ କରିଛି । ସେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗର କାରବାରରେ ସମ୍ପୃକ୍ତ ରହି ଆସୁଥିବା ବେଳେ ପୋଲିସ ତା’ ନିକଟରୁ ୬୧ ଗ୍ରାମ…

ବନ୍ଧା ହେଲେ ଜଳସେଚନ ବିଭାଗ ଏସଡିଓ

ଭଞ୍ଜନଗର: ଗିରଫ ହେଲେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା। ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଉଥିଲା। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର…

ଭିଜିଲାନ୍ସ ଜାଲରେ ଏସଡିଓ

ଗଞ୍ଜାମ: ଓଡିଶା ଭିଜିଲାନ୍ସ ଆଜି ଗଞ୍ଜାମ ଜିଲ୍ଲାର ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ଭଞ୍ଜନଗର ଡିଏଏଚଏ ଜଳସେଚନ ଉପ- ବିଭାଗର ସହକାରୀ ଯନ୍ତ୍ରୀ ଏବଂ ପଞ୍ଚୁ ବେହେରାଙ୍କ ସହିତ ସମ୍ପତିକୁ ଟାର୍ଗେଟ କରି ଚଢାଉ କରିଛି । ସରକାରୀ…

ସର୍ଭିସ୍ ଭେରିଫିକେସନ୍‌ରେ ଭ୍ରଷ୍ଟାଚାର, ବାସଘରରୁ ୨୮.୭୦ ଲକ୍ଷ ନଗଦ ମିଳିଛି

ଭୁବନେଶ୍ୱର RDE ଅଡିଟରଙ୍କୁ ୪ ହଜାରର ଲାଞ୍ଚରେ ଟ୍ରାପ୍, ଅଫିସରୁ ୧.୨୮ ଲକ୍ଷ ଜବତ ଭୁବନେଶ୍ୱର – ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶଳୟ (RDE) ଅଫିସରେ କାର୍ଯ୍ୟରତ ଅଡିଟରଙ୍କୁ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ଧରାପଡ଼ିଛି। ଖୋର୍ଧା ଜିଲ୍ଲାର ଏକ…

ଭୁବନେଶ୍ବର ବିମାନବନ୍ଦରରୁ ୬ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୬ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ଗଞ୍ଜେଇ ଜବତ କଲା କଷ୍ଟମ ବିଭାଗ। ତାମିଲନାଡୁର ୨ ଯୁବକଙ୍କୁ ରହିଥିବା ସୂଚନା। Post Views: 5