ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍
ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍। ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ବନ ବିଭାଗ ସକ୍ରିୟ।କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ଖଣି ମାଫିଆମାନେ ସକ୍ରିୟ ହେଉଥିବାବେଳେ ବିଭାଗୀୟ ଅଧିକାରୀ…
