ଘରୋଇ କଳହର କରୁଣ ପରିଣତି , ମଦ୍ୟପ ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ
ଘରୋଇ କଳହର କରୁଣ ପରିଣତି , ମଦ୍ୟପ ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ କେନ୍ଦୁଝର ଜିଲ୍ଲାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ପୌରାଞ୍ଚଳ ତଥା ଯୋଡାଥାନା ଅନ୍ତର୍ଗତ ହନୁମାନ ହାଟିଂ…
