Category: କେନ୍ଦୁଝର

ଅନୁଗୋଳ ପୌରପୋଳିକାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…

ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି ଅଭିଯୋଗରେ ଯୁବକକୁ କୋର୍ଟଚାଲଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର…

ବନ୍ଦାରେ ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା…

ସମାଜ କାର୍ଯ୍ୟାଳୟ ସମ୍ମୁଖ ରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ

ଅନୁଗୋଳ ଜିଲ୍ଲାର ସମାଜ କାର୍ଯ୍ୟାଳୟ ସମ୍ମୁଖରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର। ସୂଚନା ଯେ, ବୁଲେଟ ଚାଳକ ଜନଙ୍କ ବସ ଷ୍ଟାଣ୍ଡ ଆଡୁ DIC ଛକ ଅଭିମୁଖେ ଯାଉଥିବା ବେଳେ ସମାଜ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ଘଟି ଥିବା…

ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟିଆଲ ଥାନା ଅନ୍ତର୍ଗତ ଜିନ୍ଦଲ ନିକଟରେ ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଖଇରବେରେଣୀ ଗ୍ରାମର ନିରଞ୍ଜନ ସାହୁ। ସୂଚନା…

ଉଖୁଣ୍ତାଢିପାସାହିରେ ଜଳସଂଙ୍କଟ,ସାଇକେଲରେ ପାଣି ବହୁ ଛନ୍ତି ବାସିନ୍ଦା

ଉଖୁଣ୍ତାଢିପାସାହିରେ ଜଳସଂଙ୍କଟ,ସାଇକେଲରେ ପାଣି ବହୁ ଛନ୍ତି ବାସିନ୍ଦା • ଯନ୍ତ୍ରଣା ଦାୟକ ହେଉଛି ପାଣି,ତୃଷ୍ଣା ମେଣ୍ଟାଇବା ୨କିଲୋମିଟ ଯାତ୍ରା •ସ୍ନାନ ପାଇଁ ମଧ୍ୟ ଲାଗି ରହିଛି ସମସ୍ୟା କେନ୍ଦୁଝର,୨୫ା୨: ଜଳ ହିଁ ଜୀବନ । ଜଳ ବିନା ମଣିଷ ବଞ୍ଚି ପାରିବ…

ଦୁର୍ଘଟଣାରେ ଦୁଇ ଗୁରୁତର

ଦୁର୍ଘଟଣାରେ ଦୁଇ ଗୁରୁତର କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ବାଲିବନ୍ଧ ନିକଟରେ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି।ଗୁରୁତର ମାନେହେଲେ ଧନୁର୍ଜୟପୁର ଗ୍ରାମର ମାଧବ ଚନ୍ଦ୍ର ନାଏକ ଓ ଜଗତ କୁମାର ନାଏକ ବୋଲି ଜଣାପଡିଛି।ଖବର ପାଇ ଝୁମ୍ପୁରା ଥାନା ଅଧିକାରୀ…

ଚମ୍ପୁଆ ମେଡିକାଲରେ ଛୁଟିରେ ଡାକ୍ତର,ଚିକିତ୍ସା ନପାଇ ରୋଗୀ ହସ୍ତସନ୍ତ

ଚମ୍ପୁଆ ମେଡିକାଲରେ ଛୁଟିରେ ଡାକ୍ତର,ଚିକିତ୍ସା ନପାଇ ରୋଗୀ ହସ୍ତସନ୍ତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ମେଡିଲାରେ ୨୦ଦିନ ହେଲାଣି ଡାକ୍ତର ମାନେ ଅନୁପସ୍ଥିତଥିବା ଜଣାପଡିଛି।ଫଳରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଙ୍କୁ ଚିକିତ୍ସା ସେବା ମିଳିପାରୁନଥିଵା ଅଭିଯୋଗ ହୋଇଛି।ତେବେ କୈାଣସି ବିଭାଗରେ…

ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ ନେଇ ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ : ଗିରିରାଜ ସିଂ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ…