ଚମ୍ପୁଆ ଏନ୍ ଏ ସି ଅଞ୍ଚଳ ମଧ୍ୟରେ ପଶିଲା ହାତୀ, ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଭୟର ବାତାବରଣ
ଚମ୍ପୁଆ ଏନ୍ ଏ ସି ଅଞ୍ଚଳ ମଧ୍ୟରେ ପଶିଲା ହାତୀ, ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଭୟର ବାତାବରଣ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନଏସି ଅଞ୍ଚଳରେ ପଶିଲେ ଦୁଇ ହାତୀ ଲୋକଙ୍କ ମଧ୍ୟରେ…
