Category: କେନ୍ଦୁଝର

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର କେନ୍ଦୁଝର,୧୬ା୬:କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଛକ ନିକଟରେ ଆଜି ସନ୍ଧ୍ୟାରେ ଟ୍ରକ ଧକ୍କରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି।ଗୁରୁତର ଜଣଙ୍କ ହେଲେ ବିଷ୍ଠୁପୁର ଗ୍ରାମର ପ୍ରେମା ଚନ୍ଦ୍ର ନାଏକ ବୋଲି ଜଣାପଡିଛି।ଝୁମ୍ପୁରା ପୋଲିସ…

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲା ଇଣ୍ତିଆନ୍ ବାୟ ବାର୍ଥ

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲା ଇଣ୍ତିଆନ୍ ବାୟ ବାର୍ଥ କେନ୍ଦୁଝର,୧୬ା୬ କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର ନେପାଳ ନାଏକ ୨୦ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଗ୍ରୀନ ଫିଲଡ ନିକଟରେ…

କେନ୍ଦେଇପଶି ଠାରେ ରଜ ପର୍ବ ଖୁବ ଧୁମଧାମରେ ପାଳନ ହେଉଛି

କେନ୍ଦେଇପଶି ଠାରେ ରଜ ପର୍ବ ଖୁବ ଧୁମଧାମରେ ପାଳନ ହେଉଛି ଓଡ଼ିଶାର ଗଣପର୍ବ ପବିତ୍ର ପହିଲି ରଜ ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ଡ୍ରିମ୍ ଟିମ୍ କେଂଦେଇପଶି ଆନୁକୂଲ୍ୟରେ ରଜ ମହୋତ୍ସବ କେନ୍ଦେଇପଶି -୨୦୨୩ ଆୟୋଜିତ ହୋଇଯାଇଛି ।ଏଥିରେ ବିଭିନ୍ନ ପ୍ରକାର ର…

ଧୁମ୍ ଧାମରେ ପାଳନ ହେଲା ରଜ ମହୋତ୍ସବ ଯାତ୍ରା ସୀତାବିଞ୍ଜ

ଧୁମ୍ ଧାମରେ ପାଳନ ହେଲା ରଜ ମହୋତ୍ସବ ଯାତ୍ରା ସୀତାବିଞ୍ଜ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମପଞ୍ଚାୟତର ସୀତାବିଞ୍ଜ ଠାରେ ଓଡ଼ିଶା ପ୍ରସିଦ୍ଧ ରଜ ପର୍ବ ଖୁବ ଧୁମଧାମରେ ପାଳନ ଜିଲ୍ଲାର କୋଣ ଅନୁକୋଣରେ ବହୁମାତ୍ରାରେ ଜନ ସମାଗମ ହେବା ସହିତ ଜିଲ୍ଲା…

ବିସ୍ତାପାଳ ରେ ଜମୁଛି ରଜମହତ୍ସବ

ବିସ୍ତାପାଳ ରେ ଜମୁଛି ରଜମହତ୍ସବ କେନ୍ଦୁଝର,୧୬।୬:କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିସ୍ତାପାଳରେ ରଜ ପର୍ବ ବେଶ ଧୁମ୍ ଧାମରେ ପାଳନ ହେଉଛି।ସ୍ଥାନୀୟ ଆମ୍ବ ତୋଟାରେ ଆୟୋଜିତ ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବଡବିଲ ପୈାରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତ,ସମ୍ମାନୀତ…

ରଜ ପାଇଁ ଚଳ ଚଞ୍ଚଳ ସେଣ୍ତକାପ ପୋଇ ଆମ୍ବତୋଟା

ରଜ ପାଇଁ ଚଳ ଚଞ୍ଚଳ ସେଣ୍ତକାପ ପୋଇ ଆମ୍ବତୋଟା କେନ୍ଦୁଝର,୧୬।୬: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଦୁର୍ଗା ମଣ୍ତପ ନିକଟ ପୋଇ ଆମ୍ବ ତୋଟାରେ ରଜ ମହତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି।ଦ୍ବିତୀୟ ଦିନରେ ପୁଚୀ,ହାଣ୍ଡିଭଙ୍ଗା,ଅନ୍ଧପୁଟୁଳି,ବିସ୍କୁଟ ରେସ,ଚକଲେଟ…

ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା

ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର BFPP – 2 ରେ ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରମିକ ଗୁରୁତ୍ତର…

ଯୋରନ୍ଦା ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ।…

ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସାମାନ୍ୟ ବର୍ଷା, ପବନରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି

ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସାମାନ୍ୟ ବର୍ଷା, ପବନରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ବଡ଼ବିଲ ମଣ୍ଡଳ ବିଜେପି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅସହ୍ୟ ଖରାରେ ଲୋକେ…

ରଜ ସଂକ୍ରାନ୍ତି ରେ ଜଗନ୍ନାଥ ମନ୍ଦିର ପରିସରରୁ ନାଗ ଉଦ୍ଧାର

ରଜ ସଂକ୍ରାନ୍ତି ରେ ଜଗନ୍ନାଥ ମନ୍ଦିର ପରିସରରୁ ନାଗ ଉଦ୍ଧାର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା…