କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୧୦ଫୁଟ ଲମ୍ବ ଅଜଗର ଉଦ୍ଧାର
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୧୦ଫୁଟ ଲମ୍ବ ଅଜଗର ଉଦ୍ଧାର। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଦଶ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର।ଚମ୍ପୁଆ ବ୍ଲକ ସୁନାପୋଷି ଗ୍ରାମ ନିକଟରେ ବିରାଟ ଅଜଗର ଉଦ୍ଧାର । ଗ୍ରାମବନ୍ଧ ନିକଟରୁ…
