Category: କଳାହାଣ୍ଡି

ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଲଂଜିଗଡ ବେଦାନ୍ତ ତରଫରୁ ଏକ ଲକ୍ଷ ବୃକ୍ଷ ରୋପଣ ର ସଂକଳ୍ପ

ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଲଂଜିଗଡ ବେଦାନ୍ତ ତରଫରୁ ଏକ ଲକ୍ଷ ବୃକ୍ଷ ରୋପଣ ର ସଂକଳ୍ପ। ଆଜି ଲଞ୍ଜିଗଡ ବଜାର ପଡ଼ିଆରେ ବେଦାନ୍ତ ଆଲୁମିନା ପକ୍ଷରୁ ଗୋଟିଏ ସଚେତନତା ସଭାର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ମଞ୍ଚ ପରିଚାଳନା…

ଏସ ୟୁ ଯେ କଳାହାଣ୍ଡି ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୦୧। ୦୬। ୨୫ଅଦ୍ୟ ତା ୦୧। ୦୬। ୨୫ ରିଖ ଦିବା ୧୦ ଘଟିକା ସମୟରେ ଏସ ୟୁ ଯେ କଳାହାଣ୍ଡି ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ ବୈଠକ ଭବାନୀପାଟଣା ସ୍ଥିତ ହୋଟେଲ ମିଡ଼ଟାଉନ କନଫରେନ୍ସ ହଲ ଠାରେ…

ଜାତୀୟ ରାଜପଥରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,ମିଳିଲା ମୃତ୍ୟୁ ବ୍ୟକ୍ତିରପରିଚୟ….

ଜାତୀୟ ରାଜପଥରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,ମିଳିଲା ମୃତ୍ୟୁ ବ୍ୟକ୍ତିରପରିଚୟ…. କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ 26 ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା, ବର୍ତ୍ତମାନ ଯୁବକଙ୍କ ପରିଚୟ ଜଣାପଡ଼ିଛି । ଯୁବକ…

ଚାଷି ଙ୍କ ମୁଣ୍ଡରେ ପଡ଼ିଲା ଅକାଲ ଚଡ଼କ…..

ଚାଷି ଙ୍କ ମୁଣ୍ଡରେ ପଡ଼ିଲା ଅକାଲ ଚଡ଼କ….. କଳାହାଣ୍ଡି – 27/5/2025, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆ ପଞ୍ଚାୟତର ବାଲିଛଡାମଣ୍ଡି ଓ ବାଲିଛଡାର ସବମଣ୍ଡି ମହିଭର ମଣ୍ଡି ଏବଂ ଜୁନାଗଡ଼ ବ୍ଲକର ସମସ୍ତ ମଣ୍ଡିରେ,ଅଦିନିଆ ବର୍ଷା ଲାଗିରହିଥିବାରୁ ଚାଷି…

ଲମ୍ବୋଦର ବିଜ୍ଞାନ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ସର୍ମଦ୍ଧନା

ଲମ୍ବୋଦର ବିଜ୍ଞାନ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ସର୍ମଦ୍ଧନା..। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଲମ୍ବୋଦର ବିଜ୍ଞାନ କଲେଜରେ 85%ରୁ92% ସଫଳତା ପାଇଥିବାଛାତ୍ର ଛାତ୍ରୀ ମାନଙ୍କୁ ,କଲେଜର ଚେୟାରମ୍ୟାନ ଶ୍ରୀ ହିମାଂଶୁ ଶେଖର ମେହେର,ସମ୍ପାଦକ ଶ୍ରୀ ନିହାର ରଞ୍ଜନ…

କଲ୍ୟାଣ ମଣ୍ଡପରେ ହେବାକୁ ଥିବା ବୈଠକ କୁ ନିନ୍ଦା କଲା ପଣ୍ଡରା ମାଳି ସେବା ସଙ୍ଘ

କଲ୍ୟାଣ ମଣ୍ଡପରେ ହେବାକୁ ଥିବା ବୈଠକ କୁ ନିନ୍ଦା କଲା ପଣ୍ଡରା ମାଳି ସେବା ସଙ୍ଘ କଳାହାଣ୍ଡି….ଧର୍ମଗଡ ବ୍ଲକରେ ପଣ୍ଡରାମାଲି ସେବାସଙ୍ଗରେ ଆତ୍ମଘୋଷିତ ସଭାପତିଙ୍କ ମନମୁଖି କାର୍ଯ୍ୟ ରେ ଅସନ୍ତୋଷ ହୋଇ ,କିଛିଦିନ ହେଲା ପଣ୍ଡରାମାଳି ସମାଜର କର୍ମକର୍ତ୍ତା ଚୟନ କୁ…

ଟ୍ରକ ଦୁର୍ଘଟଣାରେ ବ୍ରୃଧାର ମୃତ୍ୟୁ।…..

ଟ୍ରକ ଦୁର୍ଘଟଣାରେ ବ୍ରୃଧାର ମୃତ୍ୟୁ।….. କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ 26ନମ୍ବର ଜାତିୟ ରାଜପଥ,ଜୁନାଗଡ ଦେଇ ତାମିଲନାଡୁ ଯାଉଥିବାବେଳେ,ବଲଧିଆମାଲ ଠାରେ ଏକ ମାଲ୍ ବୋଝେଇ ଟ୍ରକ TS 08 UE 8838, ବଲଧିଆମାଲ ର ଶ୍ରୀ କଲପେଶ୍ବର ମେହେର (70)…

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ ଭବାନୀପାଟଣା:ତା 22.5.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି…

ଟ୍ରାକ୍ଟରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

ଟ୍ରାକ୍ଟରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍ ଗୋଲାମୁଣ୍ଡା/୨୨/୫/୨୫/ଟ୍ରାକ୍ଟରରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଟ୍ରାକ୍ଟରକୁ ଜବତ ହୋଇ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି, ଏ…

ଜୁନାଗଡ ରେଲୱେ ଷ୍ଟେସନର ଚଳନ୍ତା ଟ୍ରେନରେ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ

ଜୁନାଗଡ ରେଲୱେ ଷ୍ଟେସନର ଚଳନ୍ତା ଟ୍ରେନରେ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ ଜୁନାଗଡ ୨୧/୦୫- କଳାହାଣ୍ଡି ଜିଲ୍ଲା ଜୁନାଗଡ ଷ୍ଟେସନ୍ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ସନ୍ଧ୍ୟl 6.30 ସମୟରେ ଜୁନାଗଡ ରେଲୱେ…