ସ୍ତ୍ରୀ ର ହତ୍ୟାକାରୀ ସ୍ବାମୀ କୁ ଦଶବର୍ଷ କାରାଦଣ୍ଡ ଓ ଦଶହଜାର ଜୋରିମାନା।
ଦିନକୁ ଦିନ ସମାଜରେ ବୃଦ୍ଧି ପାଉଛି ଯୌତୁକ ଜନିତ ହତ୍ୟାକାଣ୍ଡ। ସେହିଭଳି ଏକ ହତ୍ୟାକାଣ୍ଡ ର ଶୁଣାଣୀ କରି ଏକ ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ ସହ ଦଶହଜାର ଜୋରିମାନା ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍…
