ଅସହାୟ ବୃଦ୍ଧଙ୍କୁ ଭେଟିଲେ ଜାଗ୍ରତ ଭାରତ ନ୍ୟୁଜ୍ ପ୍ରତିନିଧି – ପ୍ରଶାସନ ପକ୍ଷରୁ ସହାୟତା ଦାବି
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଷ୍ଣପୁରୁ ଜଣେ ୭୬ ବୟସ ରେ ଜଣେ ବୃଦ୍ଧ ମୁଣ୍ଡ ଗୁଞ୍ଜିଛନ୍ତି ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରେ । ନିଜ ଗାଁ ମାଟି ଛାଡ଼ି ଦୀର୍ଘ ଚାରି କିଲୋମିଟର ବଡ଼ନଇଁ ଗାଁ ହାଟ ତୋଟା ନିକଟରେ…
