କେନ୍ଦୁଝର ଜିଲ୍ଲା ରାଜ୍ୟ ପ୍ରଦୂଷଣବୋର୍ଡ ଏବଂ ଜିଲ୍ଲା ପ୍ରଶାସନପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣି ଅୟୋଜନ
କେନ୍ଦୁଝର ଜିଲ୍ଲା ରାଜ୍ୟ ପ୍ରଦୂଷଣବୋର୍ଡ ଏବଂ ଜିଲ୍ଲା ପ୍ରଶାସନପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣି ଅୟୋଜନ । କେନ୍ଦୁଝର ଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରେ ପରିପୂର୍ଣ୍ଣ ଖଣିମାନ ରହିଅଛି। ଖଣି…
