Category: Latest News

5t ଅଧକ୍ଷ ଭି.କେ ପାଣ୍ଡିଆନ ଙ୍କ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭା

5T ଅଧକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର N.A.C ଗ୍ରସ୍ତ କରି ପ୍ରଥମେ ମା ଭଗବତୀ ଙ୍କ ଦର୍ଶନ ଲାଭ କରିବା ସହ ଭଗବତୀ ମନ୍ଦିରର ଉନ୍ନତି ତଦାରଖ କରିଥିଲେ |ତାପରେ ବାଣପୁର ପଲଟନ ପଡିଆ ଠାରେ…

କେଗାଁ ଠାରେ ୧୯ ବାଟାଲିୟନ ସି ଆରପିଏଫ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା ତା ୧୦/୦୧ /୨୩/ଦୈନିକ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଠାରେ ୧୯ ସି ଆର ପି ଏଫ ବାଟାଲିୟନ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ କୁମାର କମଣ୍ଡେଣ୍ଡ…

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ।

ଗୋଲାମୁଣ୍ଡା,୦୮/୦୧ ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଅତିରିକ୍ତ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରବାନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ ମାନଙ୍କ ଦ୍ଵାରା ନିଆରା ସଡ଼କ ସୁରକ୍ଷା ସଚେତନତା

ଯେଉଁ ମାନେ ଦୃଷ୍ଟିହୀନ ସେହି ମାନେ କରୁଛନ୍ତି ସଡ଼କ ସୁରକ୍ଷା ଅଭିଯାନ, ଆଜି ଥିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହିପରି କିଛି ନୂଆ କାର୍ଯ୍ୟକ୍ରମ। ଏବେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ…

କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କଲେ ଡ୍ରାଇଭର ସଙ୍ଘ

ଗୋଳାମୁଣ୍ଡା କେନ୍ଦ୍ର ସରକାର ଡ୍ରାଇଭର ମାନଙ୍କ ପାଇଁ ଯେଉଁ ଆଇନ ପ୍ରଣୟନ କରିଛନ୍ତି ଏ ନେଇ ଦେଶ ଓ ରାଜ୍ୟ ଡ୍ରାଇଭର ସଙ୍ଘ ତୀବ୍ର ବିରୋଧ କରିଛି । ଗତକାଲି ଠାରୁ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଡ୍ରାଇଭର ସଙ୍ଘ କେଗାଁ,ଗୋଳାମୁଣ୍ଡା,…

ପତ୍ନୀ ଙ୍କ ହତ୍ୟା ଅଭିଯୋଗ ରେ ସ୍ବାମୀ ଗିରଫ

ଅମ୍ବାଭୋନା -୦୫/୦୧/୨୦୨୪-ବହୁ ଚର୍ଚ୍ଚିତ ଅଞ୍ଜଳି ହତ୍ୟାକାଣ୍ଡ ଘଟଣା ରେ ଅମ୍ବାଭୋନା ପୋଲିସ ଅଭିଯୁକ୍ତ ସ୍ବାମୀ ବୁଙ୍ଗାପାଲି ନିବାସୀ ବିଶ୍ବ ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଗୁରୁବାର ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ପତ୍ନୀ…

ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ଟିମ୍ ପକ୍ଷରୁ ମେରାମଣ୍ଡଳୀରେ “ମନ୍ଥନ ଯାତ୍ରା’ ଆୟୋଜିତ

ନରେନ୍ଦ୍ରପୁର, ଜାନୁଆରି ୩, ୨୦ ୨୦୨୪: ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ ଏହାର ରିସ୍ତା (ରିଜିଓନାଲ୍ ଇନିସିଏଟିଭ୍ ଫୋର ଶେଫ୍ ସେକ ହେଲଥ୍ ବାଇ ଆଡୋଲସେଣ୍ଟ) ଟିମ୍ ଟିମ୍ ଜରିଆରେ ଓଡାପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ‘ମନ୍ଥନ ଯାତ୍ରା’ ଶୀର୍ଷକ କାର୍ଯ୍ୟକ୍ରମର…

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର

ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା…

ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ…

ଜିତେନ୍ଦ୍ର ସାହୁ ଦୀନବନ୍ଧୁ ପୁର ସମାଜ ସେବା କ୍ଷେତ୍ରରେ

ଜେଜେବାପା ସ୍ବର୍ଗତ କମ୍ଭୁ ନାଥ ସାହୁ କଫ, ସ୍ଵାଶ, ଇସନ ଫୁଲିଆ, ବାତ, ଅଧକପାଳି, ମଳ କଣ୍ଟକ ଆଦି ଆୟୁର୍ବେଦିକ ଔଷଧ ପ୍ରାୟ 60 ବର୍ଷ ହେବ ଦେଇ ଆସୁଥିଲେ || ତାଙ୍କ ଦେହାନ୍ତ ପରେ ନାତି ଜିତେନ୍ଦ୍ର ସାହୁ ଆପଣ…