Category: Special

୨୦୨୭ରେ ଭାରତର ଚନ୍ଦ୍ରଯାନ-୪, ଚନ୍ଦ୍ରରୁ ଆଣିବ ମାଟି ନମୁନା

ନୂଆଦିଲ୍ଲୀ: ଚନ୍ଦ୍ରରୁ ମାଟି ନମୁନା ଆଣିବ ଚନ୍ଦ୍ରଯାନ-୪। ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା…

ହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ୱେଲକମ୍, ବିଶାଳ ରାଲି ସହ ଫୁଲ ବର୍ଷା

ଲାହୋର: ପାକିସ୍ତାନ ଅଧିକୃତ କାଶ୍ମୀରରେ ଆୟୋଜିତ ଏକ ସମ୍ମିଳନୀରେ ହମାସ ନେତାମାନେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ସେମାନଙ୍କୁ ଭିଆଇପି ସ୍ୱାଗତ କରି ପାଛୋଟି ନେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ମେ ୪ରେ ଖୋଲିବ ବଦ୍ରିନାଥ ଧାମ ମନ୍ଦିର

ଉତ୍ତରାଖଣ୍ଡ: ବଦ୍ରିନାଥ ଧାମର ଦ୍ୱାର ଚଳିତବର୍ଷ ମେ ୪ ତାରିଖରେ ସକାଳ ୬ଟାରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ । ବସନ୍ତ ପଞ୍ଚମୀରେ ତିହରୀ ରାଜ ଦରବାର ନରେନ୍ଦ୍ର ନଗରରେ ଶ୍ରୀ ଗଣେଶ ପୂଜାଙ୍କ ପୂଜା ସହ ବିଶ୍ୱ ପ୍ରସିଦ୍ଧ ପ୍ରଭୁ…

କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ…

ଦି କିଡ୍ସ ଆଡ଼ିଆଲ ପବ୍ଲିକ୍ ସ୍କୁଲ୍ ର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

*ଦି କିଡ୍ସ ଆଡ଼ିଆଲ ପବ୍ଲିକ୍ ସ୍କୁଲ୍ ର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ* ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ପଞ୍ଚାୟତର ପଞ୍ଜରାସାହି ସ୍ଥିତ ଦି କିଡ୍ସ ଆଇଡିଆଲ୍ ସ୍କୁଲ୍ ର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।…

ଜେପିସିରୁ ନିଲମ୍ବିତ ହେଲେ ୧୦ ସାଂସଦ

ନଆଦିଲ୍ଲୀ: ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର…

ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ନବରଙ୍ଗପୁର: ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଝାଡାବାନ୍ତିର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ଏନେଇ ସ୍ୱାସ୍ଥ୍ୟ ଟିମ ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ…

ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୂବନେଶ୍ୱର, ୨୩/୦୧ : ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ…

ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ଗ୍ରୁପ୍ ପକ୍ଷରୁ ବୃଦ୍ଧବୃଦ୍ଧା ଓ ଦରିଦ୍ରଙ୍କୁ କମ୍ବଳ ବଣ୍ଟନ

ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ଗ୍ରୁପ୍ ପକ୍ଷରୁ ବୃଦ୍ଧବୃଦ୍ଧା ଓ ଦରିଦ୍ରଙ୍କୁ କମ୍ବଳ ବଣ୍ଟନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ଗ୍ରୁପ୍ ପକ୍ଷରୁ ବୃଦ୍ଧବୃଦ୍ଧା…

ନେସ ତରଫରୁ ପାରିବାରିକ ବଣ ଭୋଜି

ନେସ ତରଫରୁ ପାରିବାରିକ ବଣ ଭୋଜି…. ଅନୁଗୋଳ/ନାଲକୋ ନଗର – ବୃହତ ଶ୍ରମିକ ସଙ୍ଘ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ବନ୍ଧିତ ନାଲକୋ ଏମ୍ପଲୋୟିଜ ସଙ୍ଘ (ନେସ) ତରଫରୁ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନୂତନ ବର୍ଷ ଉପଲକ୍ଷେ…