ପଞ୍ଚାୟତ ଅଫିସ ରେ ତାଲା ପକାଇଲେ ଗାଁ ଲୋକେ
ପଞ୍ଚାୟତ ଅଫିସ ରେ ତାଲା ପକାଇଲେ ଗାଁ ଲୋକେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର( କ )ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର,…
