ତାଲା ଭାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପମ୍ପ ଚଳାଇଲେ ମହିଳା
ତାଲା ଭାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପମ୍ପ ଚଳାଇଲେ ମହିଳା। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମରେ ତିନି ମାସ ଧରି ପାନୀୟ ଜଳ ପ୍ରକଳ୍ପରେ ତାଲା ଝୁଲୁଥିଲା। ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର,ଭାଗବତପୁର, ପିଢ଼ସାହି ପ୍ରମୁଖ ତିନୋଟି ସାହିକୁ…
