Category: ଢେଙ୍କାନାଳ

ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ପ୍ରଥମାଷ୍ଟମୀ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ଓ ବଳରାମ, କୃଷ୍ଣ, ସୁଭଦ୍ରା ଓ ଋକୃଣୀଙ୍କୁ ନୂତନ ବସ୍ତ୍ର ପରିଧାନ ଫୁଲ ହାର ତୁଳସୀ…

ସଡ଼କ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ

ଢେଙ୍କାନାଳ :-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ସଡ଼କ ସୁରକ୍ଷା ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି l ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ ପାଳନ ଅବବସରରେ ଏହି ରଥ ଡିସେମ୍ବର 5…

ବାରମ୍ବାର ଜମିଜମା ସଂଶୋଧନ ନିମନ୍ତେ ଆସୁଥିବା ନୋଟିସ୍‌କୁ ନେଇ ନାଗିଆପଶି ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ଢେଙ୍କାନାଳ,୩୦/୧୧: ସଦର ବ୍ଲକ୍ ଅନ୍ତର୍ଗତ ନାଗିଆପଶି ଗ୍ରାମର କିଛି ଚାଷୀଙ୍କ ନିକଟକୁ ବାରମ୍ବାର ଜମିଜ‌ମା ସଂଶୋଧନ ନିମନ୍ତେ ଆସୁଥିବା ନୋଟିସ୍ କୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଗତ ୨୦୧୧ ମସିହାରେ ନାଗିଆପଶି ଗ୍ରାମର କିଛି…

ନିଷ୍କ୍ରିୟ ପ୍ରଶାସନ କୁ କ୍ରିୟାଶିଳ କରାଇବା ସାମ୍ବାଦିକତାର ଧର୍ମ ମହେଶ ସାହୁ

ଢେଙ୍କାନାଳ ତା ୨୯/୧୧ ନିଷ୍କ୍ରିୟ ପ୍ରଶାସନ କୁ କ୍ରିୟାଶିଳ କରାଇବା ସାମ୍ବାଦିକତାର ଧର୍ମ ହେଉ ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ଓଡ଼ିଶା ପତ୍ରକାର ମହାସଂଘ ର ଓଡ଼ିଶା ଶାଖା ର ବାର୍ଷିକ ଅଧିବେଶନ ରେ ମୁଖ୍ୟ ଅତିଥି ଭାବରେ ଯୋଗ…

ରଞ୍ଜନ ନନ୍ଦ ଙ୍କ ପରଲେIକ

ଢେଙ୍କାନାଳ ଜିଲ୍ଲା ପରିଷଦ ର ପୂର୍ବତନ ଉପାଧକ୍ଷ ରଞ୍ଜନ ନନ୍ଦ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ନଭେମ୍ବର ମାସ ଅଠେଇଶି ତାରିଖ ସକାଳ ସମୟରେ ଇହଲୀଳା ସମ୍ବରଣ କରିଥିଲେ। ସେ ଜଣେ ପରୋପକାରୀ ଓ ବିଶିଷ୍ଟ ସମାଜସେବୀ ଥିଲେ। ତାଙ୍କ ବିୟୋଗ…

ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ଶୁଭାରମ୍ଭ

ଢେଙ୍କାନାଳ :28/11- ଆଜି ପୂର୍ବାହ୍ନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ଶୁଭାରମ୍ଭ ହେଇଛି l ଏହି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି l କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଏହି…

ଆପ୍ ପକ୍ଷରୁ ସମ୍ବିଧାନ ଦିବସ ଏବଂ ଦଳର ସ୍ଥାପନା ଦିବସ ପାଳନ

ଆମ ଆଦମୀ ପାର୍ଟି ଢେ଼ଙ୍କାନାଳ ଶାଖା ପକ୍ଷରୁ ସମ୍ବିଧାନ ଦିବସ ଏବଂ ଦଳର ସ୍ଥାପନା ଦିବସ ସ୍ଥାନୀୟ ଗୋପୀନାଥ ଗାର୍ଡେନ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ…

ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘର ଜରୁରୀ କାଳୀନ ବୈଠକ

ଅଦ୍ୟ ତା ୨୬.୧୧.୨୦୨୩ ରିଖ ରବିବାର ଦିନ ୧୧ଘଟିକା ସମୟରେ ଢେଙ୍କାନାଳ ସିଦ୍ଧ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଅମରେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ଢେଙ୍କାନାଳ :25/11-ଆଜି ସନ୍ଧ୍ୟାରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଢେଙ୍କାନାଳ – ଆଜି ପୂର୍ବାହ୍ନରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ…