ଆଇଏଏସ୍-ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଆସିଲେ ସଞ୍ଜୟ ବିଶ୍ୱାଳ
ଆଇଏଏସ୍-ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଆସିଲେ ସଞ୍ଜୟ ବିଶ୍ୱାଳ ଭୁବନେଶ୍ୱର, ଜାଗ୍ରତ ଭାରତ ନ୍ୟୁଜ୍: ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମଙ୍ଗଳବାର ଜାରି ବିଜ୍ଞପ୍ତି ଅନୁଯାୟୀ ୭ ଜଣ ଆଇଏଏସ୍ ଏବଂ…
