Category: ଯାଜପୁର

ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ

ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ଯାଜପୁର ___ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମରେ ଆଜି ମହାଆଡମ୍ବରରେ ,ଉଦିପନାରେ ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି।…

ନୁଆ ଯାତ୍ରା ରୁତୁ ପାଇଁ ଧଉଳି ର ଆଖାଡା ପୂଜା ଚଣ୍ଡି ପୂଜା ଅର୍ଚ୍ଚନା

ଯାଜପୁର କଳିଙ୍ଗନଗର ବାରାଗାଡିଆ ଠାରେ ଆଜି ନୁଆ ଯାତ୍ରା ରୁତୁ ପାଇଁ ଧଉଳି ର ଆଖାଡା ପୂଜା ଚଣ୍ଡି ପୂଜା ରେ ଯାତ୍ରା ଧଉଳି ର ପ୍ରଯୋଜକ ବିଶ୍ଵଜିତ ରାଜ ଓ ତାଙ୍କର ଧର୍ମପତ୍ନୀ ମଧୁସ୍ମିତା ରାଜ ଚଣ୍ଡି ପୂଜା ଅର୍ଚ୍ଚନା…

ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଅନୁଷ୍ଠିତ

*ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଅନୁଷ୍ଠିତ* ତା.୨୧-୬-୨୫,ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମହାନ୍ତିପାଟଣା ଠାରେ ଗତକାଲି ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେପ୍ରାଧ୍ୟାପକ ଡ଼କ୍ଟର କାହ୍ନୁ ଚରଣ ମିଶ୍ରଙ୍କ ସଭାପତିତ୍ବରେ…

ବରିଷ୍ଠ ପ୍ରାକ୍ତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ରଙ୍କ ସହିତ ସାକ୍ଷାତକାର

ବରିଷ୍ଠ ପ୍ରାକ୍ତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ରଙ୍କ ସହିତ ସାକ୍ଷାତକାର ଯାଜପୁର __ ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଦର ସ୍ବର୍ଗତ ଶିକ୍ଷକ ଶ୍ରୀଧର ପାତ୍ର ଓ ମାତା ମେଘମାଳ ପାତ୍ରଙ୍କ ଚାରି ଜଣ ପୁତ୍ର କନ୍ୟା ସନ୍ତାନ ମାନଙ୍କୁ…

ଯାଜପୁରରେ କାୟା ମେଲାଉଛି ଡାଇରିଆ: ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଯାଜପୁର – ଯାଜପୁରରେ କାୟା ମେଲାଉଛି ଡାଇରିଆ । ଝାଡ଼ାବାନ୍ତିରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁଇ ମୃତକ ହେଲେ ଯାଜପୁର ବ୍ଲକ ଖଇରାବାଦ ଗାଁର ଜୟନ୍ତୀ…

ଯାଜପୁରରେ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଥିବା ସଙ୍କେତ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ଏହା…

କଳିଙ୍ଗ HiGHER ସେକେଣ୍ଡାରୀ ସ୍କୁଲ ପକ୍ଷରୁ+୨ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

କଳିଙ୍ଗ HiGHER ସେକେଣ୍ଡାରୀ ସ୍କୁଲ ପକ୍ଷରୁ+୨ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଆଜି ଯାଜପୁର ରୋଡ଼ର କଳିଙ୍ଗ HiGH ER ସେକେଣ୍ଡାରୀ ସ୍କୁଲ ପକ୍ଷରୁ+୨ ବିଜ୍ଞାନ ପରୀକ୍ଷା…

ଭିର୍ତ୍ତୀପ୍ରସ୍ତର ସ୍ଥାପନ

ଭିର୍ତ୍ତୀପ୍ରସ୍ତର ସ୍ଥାପନ ଯାଜପୁର__ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଓ ବରୀ ବ୍ଲକ ର ସିମାରେ ଥିବା ଶ୍ୟାମେଶ୍ଵରଙ୍କ ପୀଠରେ ଆଜି ପଶ୍ଚିମପଟ ଦ୍ବାର ଗେଟର ଭିର୍ତ୍ତୀପ୍ରସ୍ତର ସ୍ଥାପନ ହୋଇଛି। ଶ୍ୟାମେଶ୍ଵରଙ୍କ ପୀଠର ମୁଖ୍ୟ ପୁରୋଧା ଓ ସଂପାଦକ ଅବସରପ୍ରାପ୍ତ ପ୍ରଧାନ…

ସୁକିନ୍ଦା ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁକିନ୍ଦା ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଯାଜପୁର ___ ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୬ ତାରିଖରେ ବିଜେଡିର କଳା ଦିବସ ପାଳନକୁ ତୀବ୍ର ବିରୋଧ…

ମୁମ୍ବାଇର ଏସ୍ ଆର୍ ସି ସି ହସ୍ପିଟାଲ୍ ରେ ଓଡ଼ିଆ ଝିଅ ଇପ୍ସିତା ଠାରେ ଅସ୍ଥିମଜ୍ଜା ରୋପଣ କାର୍ଯ୍ୟ ସଫଳତାର ସହ ସମାପିତ

**ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଦଶରଥପୁର ପଟଣା ଗ୍ରାମର ସତ୍ୟଜିତ୍ କାଏସ୍ତଙ୍କ ଏକମାତ୍ର ଆଠ ବର୍ଷୀୟା ଶିଶୁକନ୍ୟା ଇପ୍ସିତା ଠାରେ ଅସ୍ଥିମଜ୍ଜା ରୋପଣ କାର୍ଯ୍ୟ ସଫଳତାର ସହ ସମାପିତହୋଇଛି। ସତୁରୀ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଏହି ବ୍ୟୟ…