ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ ଏକ ସବୁଜ ଗ୍ରହ ପାଇଁ ଦୌଡ ‘ ବିଷୟବସ୍ତୁକୁ ନେଇ ରନ୍ – ଏ – ଥନ୍ର ତୃତୀୟ ସଂସ୍କରଣ ଘୋଷଣା
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତ ହେବ ପ୍ରତି ପଞ୍ଜୀକରଣ ପାଇଁ ଗୋଟିଏ ଚାରା ରୋପଣ କରାଯିବ – ୪.୨ ଲକ୍ଷ ଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ ଉତ୍ସାହୀ ଅଂଶଗ୍ରହଣ କରିବେ ଭୁବନେଶ୍ବର : ଟାଟା…
