Spread the love

କେନ୍ଦ୍ରସରକାର ବିରୋଧରେ ଗର୍ଜିଲା ବିଜେଡି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର।

ବ୍ରହ୍ମପୁର( ଗଞ୍ଜାମ )୧୬/୨/୨୩.ଆଜି ବ୍ରହ୍ମପୁର ଠାରେ ଜିଲ୍ଲା ବିଜେଡି ତରଫରୁ କେନ୍ଦ୍ର ସରକାରଙ୍କ କଲ୍ୟାଣ ଯୋଜନାରେ ୧୦ କେଜି ରୁ ୫ କେଜି କରିବା ବିରୋଧରେ ଏକ ବିରାଟ ଶୋଭାଯାତ୍ରା ହିଲପାଟଣା ସ୍ଥିତ
ଗଣଣେଶ ମନ୍ଦିର ଠାରୁ ବାହାରି, ଟାଟାବେଞ୍ଜ, କମପଲ୍ଲୀ, କୋୖର୍ଟପେଟା ଛକ ଦେଇ ଉପଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର
ପ୍ରଦାନ କରାଯାଇଥିଲା.ଏହି ଶୋଭାଯାତ୍ରାରେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର
ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମୟେର ସଂଘମିତ୍ରା ଦଳାଇ, ଡେପୁଟି ମୟେର ଇ. ବିବେକ ରେଡି, ଙ୍କ ସମେତ ଡ଼ଃ. ରେମଶ ଚନ୍ଦ୍ର
ଚାଉ ପଟନାୟକ, ସୁବାଷ ମହାରଣା ଙ୍କ ସମେତ ସମସ୍ତ କୋର୍ପରେଟର ଓ ବହୁ ନେତା
କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *