Month: March 2023

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ କେମ୍ପସଡା ଗ୍ରାମର ଚିଲିକାପୋଶିପଡା ଠାରେ ନିର୍ମିତ ହେଉଥିବା ମେଗା ଜଳପ୍ରକଳ୍ପ ଓଭରହେଡ୍ ଟ୍ଯାଙ୍କର ଉପରୁ ଜଣେ…

ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ଅଦ୍ଯ ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ତା – ୧୧.୦୩.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା…

ଦୋଳ ପୂଣ୍ଣିମା ଉତ୍ସବ ପାଳିତ

ଦୋଳ ପୂଣ୍ଣିମା ଉତ୍ସବ ପାଳିତ ଆଜି ଢେଙ୍କାନାଳରେ ରାଧା କୃଷ୍ଣ ବଜାର ସ୍ଥିତ ଦୋଳ ମଣ୍ଡପ ସାହିରେ ଦୋଳ ପୂଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ଘଣ୍ଟା, କାହାଳୀ, ଛତା ଓ ଛତ୍ରୀ, ପାଲିଙ୍କିରେ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ…

ଭକ୍ତିଭାବ ପୂର୍ଣ୍ଣ ଭଜନ ସମାରୋହ

8ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଢେଙ୍କାନାଳ ନୂଆ ଶାସନ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ,ନୀଳ କଣ୍ଠେଶ୍ୱର ପରିଚାଳନା କମିଟି ଆନୁକୂଲ୍ୟରେ, ଢେଙ୍କାନାଳର ବରିଷ୍ଠ ଗାୟକ କଳାକାର ମାନଙ୍କୁ ନେଇ ଦୋଳ ବେଦୀ ନିକଟରେ ଅନୁଷ୍ଠିତ ହୋଇଥିଲା ଭକ୍ତିଭାବ ପୂର୍ଣ୍ଣ ଭଜନ ସମାରୋହ…

ଯାତ୍ରାରେ ଅଶ୍ଳୀଳତା, ଲାଗିଲା କଟକଣା

ଯାତ୍ରାରେ ଅଶ୍ଳୀଳତା, ଲାଗିଲା କଟକଣା ଯାତ୍ରା ଓ ମେଲୋଡି ମଞ୍ଚରେ ପ୍ରଦର୍ଶନ ଉପରେ କଟକଣା । କଟକଣା ଲାଗୁ କଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଅଶ୍ଳୀଳତା ପ୍ରଦର୍ଶନ ହେଲେ ଯାତ୍ରା ତୁରନ୍ତ ବନ୍ଦ ନିର୍ଦେଶ ।…

ଆଜି ମାଣିକ ନେଲେ ଶପଥ

ଆଜି ମାଣିକ ନେଲେ ଶପଥ ପୁଣି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ମାଣିକ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ । ତ୍ରିପୁରାର ୬୦ରୁ ୩୨ଟି ଆସନରେ ଜିତିଥିଲା ବିଜେପି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଳେ ନେଫ୍ୟୁ ରିଓ

ଆଜି ୫ମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଳେ ନେଫ୍ୟୁ ରିଓ* *ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି* Post Views: 11

ହଜିନି ପରମ୍ପରା ବଞ୍ଚିଛି ସଂସ୍କୃତି

ଆମ ସଂସ୍କୃତି ଆମ ପରମ୍ପରା ହଜିନି ପରମ୍ପରା ବଞ୍ଚିଛି ସଂସ୍କୃତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତଗତ ମହୁଲଖୋଳି ଗ୍ରାମ ରେ ଶ୍ରୀ ରାଧାକୃଷ୍ଣ କମିଟି ଓ ଗୋପାଳ ଭାଇ ମାନଙ୍କର ଦୃଶ୍ୟ ଦେଖିବାକୁ ମିଳିଛି l ଓଡ଼ିଶାରେ ପାଳିତ ହେଉଥିବା…

ବୁଢାପଙ୍କ ଗ୍ରାମରେ ମରଣାତ୍ମକ ଆକ୍ରମଣ ଜଣେ ଯୁବକ ଗୁରୁତ୍ତର

ବୁଢାପଙ୍କ ଗ୍ରାମରେ ମରଣାତ୍ମକ ଆକ୍ରମଣ ଜଣେ ଯୁବକ ଗୁରୁତ୍ତର ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମର ଗଡ଼ ସାହି ଅଞ୍ଚଳରେ ଯୁବକକୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ରେ ଅଭିଯୁକ୍ତକୁ କୋର୍ଟଚାଲାଣ…

You missed