ତନ୍ତ୍ର ସାଧନା ନିମନ୍ତେ ବଳି ସନ୍ଦେହ, ଲୋକେ ଆତଙ୍କିତ
( ତନ୍ତ୍ର ସାଧନା ନିମନ୍ତେ ବଳି ସନ୍ଦେହ, ଲୋକେ ଆତଙ୍କିତ ) ଜଗତସିଂହପୁର ତା =13/3/23 ନାବାଳିକାଙ୍କ ଗତିବିଦ୍ଧି ଉପରେ ସନ୍ଦିଗ୍ଧଙ୍କ ନଜର।ପରିବାର ଲୋକେ ଆତଙ୍କିତ। ଥାନାରେ ଅଭିଯୋଗ।ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ।ଝିଅର ସ୍କୁଲ ଯିବା ବନ୍ଦ।ପରିତ୍ୟକ୍ତ ସ୍ଥାନରେ ତନ୍ତ୍ରପୂଜାକୁ…
