Month: June 2023

ଧୁମ୍ ଧାମରେ ବିଦାୟ କଲେ ଗାଁ ଝିଅ ମାନେ

ଧୁମ୍ ଧାମରେ ବିଦାୟ କଲେ ଗାଁ ଝିଅ ମାନେ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ରଜ ପର୍ବ ଖୁବ ଧୁମଧାମରେ ପାଳନ କରିଛନ୍ତି ଏହି ରଜ କୁ ଗାଁ ଲୋକଙ୍କ ଦ୍ୱାରା ଭିନ୍ନ…

ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ

ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ…

ପ୍ରଥମେ ପ୍ରେମ ତାପରେ ସେକ୍ସ୍ ତାପରେ ଧୋକା- ୧ ଗିରଫ

ପ୍ରେମରେ ପଡିଗଲା ଦଶମ ଶ୍ରେଣୀ ଛାତ୍ରୀ ପ୍ରଥମେ ପ୍ରେମ ତାପରେ ସେକ୍ସ୍ ତାପରେ ଧୋକା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଥାନାରେ ମାମଲା ପ୍ରେମିକ ଗିରଫ କଅଁଳ ବୟସ, କୁଆଁରୀ ମନ। ଦେହରେ ନୂଆ…

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଅଦ୍ଵୈତ ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବହୁମୁଖି ଆଶ୍ରୟସ୍ଥଳୀ ପରିସରରେ ଓସଡାମା, ଜିଲ୍ଲା ପ୍ରଶାସନ…

ପବିତ୍ର ରଥଯାତ୍ରା ମହା ସମାରୋହରେ ସମ୍ପନ୍ନ

ପବିତ୍ର ରଥଯାତ୍ରା ମହା ସମାରୋହରେ ସମ୍ପନ୍ନ ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମ ମାନଙ୍କରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ତିନି ରଥରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ପ୍ରଭୁ…

କଲଣ୍ଡାପାଳ ଗ୍ରାମକୁ ଅନୁଗୋଳ ଜିଲ୍ଲାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ

କଲଣ୍ଡାପାଳ ଗ୍ରାମକୁ ଅନୁଗୋଳ ଜିଲ୍ଲାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ ଅନୁଗୋଳ – ତା.୧୯/୦୬:- ଗତ ୧୭ ତାରିଖରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ…

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ଠାରେ ଥିବା ଧ୍ରୁବ ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଓସଡାମା, ଜିଲ୍ଲା ପ୍ରଶାସନ…

ପକ୍କା ରାସ୍ତା ଓ ପାନୀୟ ଜଳ ପାଇଁ ଚମଦଳ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଗୁହାରୀ

ପକ୍କା ରାସ୍ତା ଓ ପାନୀୟ ଜଳ ପାଇଁ ଚମଦଳ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଗୁହାରୀ ଢେଙ୍କାନାଳ, ୧୯/୬; ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପକ୍କାରାସ୍ତା ନିର୍ମାଣ ଓ ପାନୀୟ ଜଳ ଯୋଗାଣ ନିମନ୍ତେ ଚମଦଳ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଏକ ଲିଖତ ଅଭିଯୋଗ ଅତିରିକ୍ତ…

ସମାଜସେବୀ ରଶ୍ମିରଞ୍ଜନ ନାୟକ ସମ୍ମାନିତ

ସମାଜସେବୀ ରଶ୍ମିରଞ୍ଜନ ନାୟକ ସମ୍ମାନିତ ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ବାସିନ୍ଦା , ପରୋପକାରୀ, ଦୟାବାନ୍ ନ୍ୟାୟପରାୟଣ ସତ୍ୟବାଦୀ ସତ୍ୟପ୍ରତିଜ୍ଞ ସତ୍ୟକାମୀ ଏବଂ ଲୋକମାନଙ୍କର କାନ୍ଦରେ କାନ୍ଦ ମିଶେଇ ସେମାନଙ୍କର ଦୁଃଖରେ ଦୁଃଖି…

ଅନୁଗୁଳ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ଅନୁଗୁଳ – ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ…

You missed