ରଜ ପାଇଁ ଚଳ ଚଞ୍ଚଳ ସେଣ୍ତକାପ ପୋଇ ଆମ୍ବତୋଟା
ରଜ ପାଇଁ ଚଳ ଚଞ୍ଚଳ ସେଣ୍ତକାପ ପୋଇ ଆମ୍ବତୋଟା କେନ୍ଦୁଝର,୧୬।୬: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଦୁର୍ଗା ମଣ୍ତପ ନିକଟ ପୋଇ ଆମ୍ବ ତୋଟାରେ ରଜ ମହତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି।ଦ୍ବିତୀୟ ଦିନରେ ପୁଚୀ,ହାଣ୍ଡିଭଙ୍ଗା,ଅନ୍ଧପୁଟୁଳି,ବିସ୍କୁଟ ରେସ,ଚକଲେଟ…
