ପୁଲିସ ର ଖାମଖିଆଲି ପାଇଁ ଗଲା ଜୀବନ
ପୁଲିସ ର ଖାମଖିଆଲି ପାଇଁ ଗଲା ଜୀବନ ଗତକାଲି କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଯୋବ୍ରା ବ୍ୟାରେଜରୁ ମୃତଦେହ ମିଳିଛି । ମୃତ ଯୁବକଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ…
ପୁଲିସ ର ଖାମଖିଆଲି ପାଇଁ ଗଲା ଜୀବନ ଗତକାଲି କଟକ କ୍ୟାଣ୍ଟେନମେଣ୍ଟ ଥାନାରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଯୋବ୍ରା ବ୍ୟାରେଜରୁ ମୃତଦେହ ମିଳିଛି । ମୃତ ଯୁବକଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ…
କଟକରୁ ପୁଣି ନକଲି ମସଲା ଠାବ ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି କଟକ ମାଲଗୋଦାମରୁ ନକଲି ମସଲା ଠାବ । 20 କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିଲ୍କ ମସଲା ଇତ୍ୟାଦି ଠାବ ହୋଇଛି ।…
ଥାନାଧିକାରୀଣୀଙ୍କୁ ନିର୍ବିବାଦୀୟ କରିବା ପ୍ରଚେଷ୍ଟାରେ ଜନସାଧାରଣ। ——— “ମନୁଷ୍ୟ ସେବା ” କୁ ନିଜର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ସ୍ଥିର ନିଶ୍ଚିତ କରି ଓଡ଼ିଶା ପୋଲିସ୍ ବିଭାଗରେ ଯୋଗ ଦେଇଥିଲେ ବର୍ତ୍ତମାନର ବିବାଦୀୟ ତଥା ଏକ ମିଥ୍ୟା ଅଭିଯୋଗ ରେ ବଦଳି…
ଆଇଜର ବ୍ରହ୍ମପୁରର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ. *ଆଗାମୀ ଦିନରେ ଏହି ଅନୁଷ୍ଠାନ ଦେଶର ସର୍ବୋଚ ଗବେଷଣା କେନ୍ଦ୍ର ହେବ ମୁଖ୍ୟ ଅତିଥି* ବ୍ରହ୍ମପୁର- ସହର ଉପକଣ୍ଠ ଲାଉଡିଗା ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ…
ମୀନା ବଜାର ଶ୍ରୀଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ ଢେଙ୍କାନାଳ- ୨୧,୦୭.୨୦୨୩ – ଢେଙ୍କାନାଳ ମିନାବଜାର ମଣ୍ଡପଠାରେ ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଆସନ୍ତା ଲକ୍ଷ୍ମୀପୂଜା ପାଇଁ ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ…
ଅବସରପ୍ରାପ୍ତ ନୂତନ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ଢେଙ୍କାନାଳର ୨୧ ୦୭ ୨୦୨୩ ସ୍ଥାନୀୟ ଗୋପବନ୍ଧୁ ଟାଉଲ ଠାରୁ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ…
(ବାପା, ମା, ପୁଅ ମାନଙ୍କ ଶୁଭଚିନ୍ତକ ) ଜଗତସିଂହପୁର ତା =21/7/23 ପ୍ରତ୍ୟେକ ବାପା, ମା, ପିଲା ମାନଙ୍କ ର ଶୁଭ ଚିନ୍ତକ | ପିଲାମାନେ ଯେତେ ଭୁଲ କଲେ ମଧ୍ୟ୍ୟ ବାପା, ମା ଙ୍କ ନିକଟରେ ତାହା କ୍ଷମଣୀୟ |…
( ଅବସର କାଳୀନ ସୁବିଧା ଓ ପେନସନ ପ୍ରଦାନ ଦାବିରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ) ଜଗତସିଂହପୁର ତା =21/7/23 ଅଲ ଓଡିଶା ବ୍ଲକ ଗ୍ରାଣ୍ଡ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ଜଗତସିଂହପୁର ଜ଼ିଲ୍ଲା ସଂଗଠନ ପକ୍ଷରୁ…
ଗଁଦିଆ ବ୍ଳକ ଅନ୍ତର୍ଗତ ଗୁଣ୍ଡୁରାପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ନାୟକ ଗତ ଜୁନ ମାସ ତିରିଶି ତାରିଖରେ ଅବସର ନେଉଥିବାରୁ ଗଁଦିଆ ବ୍ଳକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।…
କିଡନୀ ରୋଗୀ ଙ୍କ ପାଇଁ ଦାବୀ ପତ୍ର ଦେଲେ ,ବିଏଚ୍ ଆର୍ ସି ଇଣ୍ଡିଆଭାରତୀୟ ମାନବାଧିକାର ଆୟୋଗର , ଢେଙ୍କାନାଳ ଜିଲ୍ଲା ସଭାପତି ଓ ସଦସ୍ୟ DHENKANAL ଜିଲ୍ଲାପାଳଙ୍କୁ ଦେଖା କରି ଥିଲେ , କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ଗାଁ ର…