Month: August 2023

5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ପୁରୀ ଗସ୍ତ

ଶୁକ୍ରବାର 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ପୁରୀ ଗସ୍ତ ଅବସରରେ ପ୍ରଥମ ଦିନରେ ପିପିଲି, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ପରିଭ୍ରମଣ କରି ବିଭିନ୍ନ ସ୍ଥାନରେ ଜନ ଶୁଣାଣି କରିବା ସହ ସେଠାକାର ଜନ ସାଧାରଣ…

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ନୂଆଦିଲ୍ଲୀ – “ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ…

ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଅନୁଗୋଳ ୧୮।୮ ଆଜି ପୂର୍ବାହ୍ନରେ ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଆଡଭୋକେଟ ଅମୂଲ୍ୟ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଗୋଳ ବ୍ଲକର…

ସାହାରପଡ଼ା ବ୍ଲକ ଘେରିଲା ବ୍ଲକ କଂଗ୍ରେସ

ସାହାରପଡ଼ା ବ୍ଲକ ଘେରିଲା ବ୍ଲକ କଂଗ୍ରେସ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ଆଜି ବ୍ଲକ ଘେରାଉ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ମକୁନ୍ଦଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାହାରପଡ଼ା ହାଟ ପଡିଆ ଠାରୁ ଏକ ଶୋଭାଯାତ୍ରାରେ…

ବିଭିନ୍ନ ଦାବୀ ନେଇ ଜାତିୟ କଂଗ୍ରେସ ଦଳ ପକ୍ଷରୁ ଯୋଡା ବ୍ଲକ ଘେରାଉ ଓ ଧାରଣା

ବିଭିନ୍ନ ଦାବୀ ନେଇ ଜାତିୟ କଂଗ୍ରେସ ଦଳ ପକ୍ଷରୁ ଯୋଡା ବ୍ଲକ ଘେରାଉ ଓ ଧାରଣା। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାର ଏକ ନିଜସ୍ୱ ପାଣ୍ଠି, ଜିଲ୍ଲା ଖଣିଜ ପାଣ୍ଠି ରହିଅଛି। ଏବଂ…

ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର

ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା…

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି; କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ, କୁଳପତି ଭାବେ ସବିତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ, ଏବେ ଶାନ୍ତି ନିକେତନ ବିଶ୍ୱଭାରତୀରେ ପ୍ରଫେସର ଅଛନ୍ତି ସବିତା। Post Views: 6

ସଦଭାବନା ଦିବସ ଉପଲକ୍ଷେ ଶପଥ ପାଠ

ସଦଭାବନା ଦିବସ ଉପଲକ୍ଷେ ଶପଥ ପାଠ ଅନୁଗୋଳ,ତା, ୧୮.୦୮:- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କର ଜନ୍ମ ବାର୍ଷିକକୁ ସଦଭାବନା ଦିବସ ତଥା ଏକତାର ଦିବସ ଭାବେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୦ ତାରିଖକୁ ଶାନ୍ତି,ଜାତୀୟ ସଂହତି…

ଢେଙ୍କାନାଳ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଘେରାଉ

ଢେଙ୍କାନାଳ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଘେରାଉ ଢେଙ୍କାନାଳ ୧୮/୦୮: ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ…

ସଦଭାବନା ଦିବସ ଅବସରରେ ଶପଥ ପାଠ

ସଦଭାବନା ଦିବସ ଅବସରରେ ଶପଥ ପାଠ ଢେଙ୍କାନାଳ ତା, ୧୮,୦୮.୨୦୨୩ – ଆଜି ସାରା ଭାରତ ବର୍ଷରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ସଦଭାବନା ଦିବସ ପାଳିତ ହେଉଅଛି । ଏହି ଅବସରରେ ଆଜି ଜିଲ୍ଲା…

You missed