Month: October 2023

ଦଶହରା ପୂଜାରେ ବଜାର ରେ ଆସୁଛି ସ୍ମାର୍ଟ ମିରର ସ୍ଥାନ କଟକ ତାରିଖ 08/10/23 କଟକରୁ ପ୍ରଦୀପ କୁମାର କାଣ୍ଡି ରିପୋର୍ଟ ଆଧୁନିକ ଯୁଗରେ ସମସ୍ତେ ସ୍ମାର୍ଟ ହେବାକୁ ଚାହାଁନ୍ତି, ମଣିଷ ନିଜର ସ୍ମାର୍ଟ ଫୋନ, ଘଡି ଓ ଅନ୍ୟ ଜିନିଷ…

ଗୋପବନ୍ଧୁ ପାର୍କ ର ଶୁଭ ଉଦ୍ଘାଟନ କଲେ ନଗରପାଳ ଓ ପୌରାଧିକାରି।

ଗୋପବନ୍ଧୁ ପାର୍କ ର ଶୁଭ ଉଦ୍ଘାଟନ କଲେ ନଗରପାଳ ଓ ପୌରାଧିକାରି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ତହସିଲ ଅନ୍ତର୍ଗତ ରେ ଥିବା ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର 15 ଠାରେ ବଡବିଲ ତହସିଲ୍ କାର୍ଯ୍ୟାଳୟ…

ନାମ ନେଲା ରସିକିଆ ସ୍ଵାମୀ, ସ୍ତ୍ରୀ ଛୁଆଙ୍କୁ ହାଣିବ କହି ଗିରଫ ହେଲା

ନାମ ନେଲା ରସିକିଆ ସ୍ଵାମୀ, ସ୍ତ୍ରୀ ଛୁଆଙ୍କୁ ହାଣିବ କହି ଗିରଫ ହେଲା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ଗୋରସ ଗ୍ରାମର ଗଙ୍ଗା ନାଏକ ବିବାହିତ ତଥା ଛୁଆ ପିଲାର ବାପା ହୋଇ ମଧ୍ୟ ନିଜ କ୍ୟାରେକ୍ଟର ଢିଲା…

ଜଗତସିଂହପୁର ଜ଼ିଲ୍ଲା ରେ ଛେଳି ଚୋର ଙ୍କ ଆତଙ୍କ ଅଭିଯୋଗ ପାଇ ଥାନାବାବୁ ଚୁପ | ଏସ ପି ଙ୍କୁ ଅଭିଯୋଗ

( ଜଗତସିଂହପୁର ଜ଼ିଲ୍ଲା ରେ ଛେଳି ଚୋର ଙ୍କ ଆତଙ୍କ ଅଭିଯୋଗ ପାଇ ଥାନାବାବୁ ଚୁପ | ଏସ ପି ଙ୍କୁ ଅଭିଯୋଗ ) ଜଗତସିଂହପୁର ତା =9/10/23 ଜଗତସିଂହପୁର ଜ଼ିଲ୍ଲା ର କୋଣ ଅନୁକୋଣ ରେ ନିଶା କାରବାର ଦ୍ରୁତ…

ବିଦ୍ୟାଳୟ ରେ ତାଲା |ଦୁଇ ଗୋଷ୍ଟି ମୁହାଁ ମୁହିଁ

( ବିଦ୍ୟାଳୟ ରେ ତାଲା |ଦୁଇ ଗୋଷ୍ଟି ମୁହାଁ ମୁହିଁ ) ଜଗତସିଂହପୁର ତା =୯/୧୦/23 :ଗଣଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ଗଣ୍ଡଗୋଳ। ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଗଣଶିକ୍ଷୟତ୍ରୀଙ୍କ ସମର୍ଥକ ଓ ଅଭିଭାବକଙ୍କ ମଧ୍ୟରେ ଗଣ୍ଡଗୋଳ।ଏଭଳି ଅଭାବନୀୟ…

ଉତ୍କଳ ମଣି ଗୋପବନ୍ଧୁଜୟନ୍ତୀ ପାଳିତ 

ଉତ୍କଳ ମଣି ଗୋପବନ୍ଧୁଜୟନ୍ତୀ ପାଳିତ ଅଦ୍ଯ ତା ୦୯.୧୦.୨୦୨୩ସୋମବାରେ ଢେଙ୍କାନାଳ ଜିଲ୍ଲାର ପୈ।ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ଗୋପବନ୍ଧୁଜୟନ୍ତୀ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଉତ୍କଳ…

ଏକ ମାସ ବିତିଗଲା ନ୍ୟୁରସ ମାରାଇନ ରେ କାମ କରୁଥିବା ପୁଅ ର ମିଳୁନି ପତା | ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଏସ ପି ଦାବିପତ୍ର ପ୍ରଦାନ

( ଏକ ମାସ ବିତିଗଲା ନ୍ୟୁରସ ମାରାଇନ ରେ କାମ କରୁଥିବା ପୁଅ ର ମିଳୁନି ପତା | ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଏସ ପି ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =9/10/23 : ବିରିଡି ବ୍ଲକ…

ବିଶ୍ବ ଡାକ ଦିବସ ପାଳିତ

ବିଶ୍ବ ଡାକ ଦିବସ ପାଳିତ ଢେଙ୍କାନାଳ, ୯/୧୦: ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘରେ ବିଶ୍ବ ଡାକ ଦିବସ ପାଳନ କରାଯାଇଅଛି । ଏହି ଅବସରରେ ଢେଙ୍କାନାଳର ପ୍ରଧାନ ଡାକଘରେ ୟୁନିଭର୍‌ସାଲ୍ ପୋଷ୍ଟାଲ୍ ୟୁନିୟନର ସଂପାଦକଙ୍କର ବାର୍ତା ଲାଇଭ୍…

ନିହଲ ପ୍ରସାଦ ଆଂଚଳିକ ବିକାଶ ପରିଷଦର କ୍ରସର ବିରୋଧରେ ଅଭିଯୋଗ

ନିହଲ ପ୍ରସାଦ ଆଂଚଳିକ ବିକାଶ ପରିଷଦର କ୍ରସର ବିରୋଧରେ ଅଭିଯୋଗ ଢେଙ୍କାନାଳ, ୯।୧୦: ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ପଂଚାୟତର ଅଧିବାସୀମାନେ ଦୀର୍ଘ ଦିନ ହେବ ଜଗବନ୍ଧୁ କ୍ରସରରେ ବିଭିନ୍ନ କାର୍ଯ୍ୟକରି ପରିବାର ଭରଣ ପୋଷଣ କରୁଅଛନ୍ତି । ଏକ ସପ୍ତାହ…

୯ଟି ଆଦିବାସୀ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କ ଆଭାଷୀ ମାଧ୍ୟମରେ ଆଲୋଚନା

ଆଜି ୯ଟି ଆଦିବାସୀ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଭାଷୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ ୫ଟି…