Month: June 2025

ବରଯାତ୍ରୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ପାଞ୍ଚ ଗୁରୁତର

ବରଯାତ୍ରୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ପାଞ୍ଚ ଗୁରୁତର କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତରେ ଘଟିଛି ମର୍ମନ୍ଦୁନ୍ତ ଦୁର୍ଘଟଣା, ଦୁର୍ଘଟଣାରେ ଜଣେ ମୃତ ପାଞ୍ଚଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରୀରେ…

ଆସନ୍ତାକାଲି ମହାକାଶକୁ ଯିବେ ଶୁଭାଂଶୁ , ଧ୍ୟାହ୍ନରେ ଉଡ଼ାଣ ନେଇ ସମୟ ଧାର୍ଯ୍ୟ

ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍‌ ଏକ୍ସର ମିଶନ୍ । ଆକ୍ସିଅମ୍ -ଫୋର୍ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି…

ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ବରଗଡ:୨୩/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମ ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ଜୁନ ୨୭ତାରିଖରେ ଅନୁଷ୍ଠିତହେବ।ଜୁଲାଇ ୫ ତାରିଖ ବାହୁଡା ଯାତ୍ରା…

କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ଭବାନୀପାଟଣା : ତା.23.6.2025 – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ…

ନିର୍ମାଣ ହେବ ବିଜ୍ଞାନ ସହର: ରାଜଧାନୀରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ

ଭୂବନେଶ୍ୱର: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ନୂତନ ଅଟ୍ଟାଳିକା ପ୍ରାୟ ୨୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଉକ୍ତ…

ଭିଜିଲାନ୍ସ ଜାଲରେ CDPO, ଧରାପଡ଼ିଲେ ବିଷମକଟକ ବ୍ଲକ ସିଡିପିଓ ଏବଂ କିରାଣୀ

ଭିଜିଲାନ୍ସ ଜାଲରେ CDPO, ଧରାପଡ଼ିଲେ ବିଷମକଟକ ବ୍ଲକ ସିଡିପିଓ ଏବଂ କିରାଣୀ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା…

୫୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୫୫୦ କୋଟିର ପ୍ରକଳ୍ପ ଭେଟି । ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ,…

ଗଣେଶ ବଜାର ସ୍ଥିତ ରଥ ଗଡ଼ା ସ୍ଥିତ ରଥ ଖଳା ଠାରେ ଆଜି ରଥ ର ପାରା ଭାଡି ଓ ପୋଟଳ କାମ ଚାଲୁରହିଛି

ଢେଙ୍କାନାଳ:ଗଣେଶ ବଜାର ସ୍ଥିତ ରଥ ଗଡ଼ା ସ୍ଥିତ ରଥ ଖଳା ଠାରେ ଆଜି ରଥ ର ପାରା ଭାଡି ଓ ପୋଟଳ କାମ ଚାଲୁରହିଛି। ଦେବୋତ୍ତର ନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଶ୍ୱକର୍ମା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଓଝା…

ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବଡ଼ ସଫଳତା, ସାଧାରଣ ଲୋକମାନେ କାମର ରାଜନୀତିକୁ ଭୋଟ ମଦେଇଛନ୍ତି

*ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବଡ଼ ସଫଳତା, ସାଧାରଣ ଲୋକମାନେ କାମର ରାଜନୀତିକୁ ଭୋଟ ମଦେଇଛନ୍ତି* ଢେଙ୍କାନାଳ : ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି l ସାଧାରଣ ଭୋଟର…

ଦୁର୍ଗମ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓଙ୍କୁ ନିବେଦନ

ଦୁର୍ଗମ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓଙ୍କୁ ନିବେଦନ ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ…

You missed