Month: July 2025

ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ

ପ୍ରଫେସର ଯଜ୍ଞେଶ୍ବେର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ ମିଳିଛି। ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିଯୁକ୍ତି ନେଇ ଶୁକ୍ରବାର ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ Post Views: 13

ଦରମା ଲକ୍ଷେ ଛୁଇଁନି; ଘରୁ ବାହାରିଲା ନଗଦ ୧.୪୩ କୋଟି

ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍। ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ। ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇ ଘରେ ମଧ୍ୟ…

ଶ୍ରମିକଙ୍କ ମୁହଁରେ ହସ ଫୁଟାଇଲେ ମୋହନ ସରକାର: ବଢିଲା ଭତ୍ତା

ଭୂବନେଶ୍ୱର,୨୫।୭: ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି ହୋଇଥିବାବେଳେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି ହୋଇଛି।ସୂଚନାଯୋଗ୍ୟ, ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି…

ରାଜଭବନରେ ଆଉ ସୀମିତ ନରହି ଜନ ସଂପର୍କ ଅଭିଯାନରେ ସାମିଲ ହେବେ ନୂଆ ରାଜ୍ୟପାଳ

ଭୁବନେଶ୍ୱର – ରାଜ୍ୟପାଳଙ୍କ ଭୂମିକାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜଭବନରେ ଆଉ ସୀମିତ ନରହି ଜନ ସଂପର୍କ ଅଭିଯାନରେ ସାମିଲ ହେବେ ନୂଆ ରାଜ୍ୟପାଳ । କେଉଁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ଦେଖିବେ, ଆଉ କେଉଁ ମନ୍ତ୍ରୀଙ୍କ ପାଖକୁ…

ଓଡ଼ିଶା ପାଇଁ ଖୁସି ଖବର : ମୁଖ୍ୟମନ୍ତ୍ରୀଙ୍କ ସୂଚନା ୬ ଟି ଟେକ୍ସଟାଇଲ ପାର୍କ

ଓଡ଼ିଶା ହେବ ଟେକ୍ସଟାଇଲ ହବ୍। ଲୋକେ ଓଡ଼ିଶାରେ ରହି କାମ କରିବେ। ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକେ । ଆଜି ୭ ହଜାର ୮୦୮ କୋଟି ଟଙ୍କାର ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର…

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା ଢେଙ୍କାନାଳ : ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ନେଇ ସକ୍ଷୀ ୱାନ ଷ୍ଟପ ସେଣ୍ଟର ପକ୍ଷ ରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ କିଛିଦିନ ତଳେ ଘଟିଯାଇଥିବା ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା…

କେନ୍ଦ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ବିଭିନ୍ନ ସମସ୍ୟା ନେଇ ନାଲକୋ ଆଲୁମିନିୟମ ମଜଦୂର ସଂଘର ସଦସ୍ୟ

କେନ୍ଦ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ବିଭିନ୍ନ ସମସ୍ୟା ନେଇ ନାଲକୋ ଆଲୁମିନିୟମ ମଜଦୂର ସଂଘର ସଦସ୍ୟ ବଅଁରପାଳ , ୨୫/୦୭ : ଗୁରୁବାର ଦିନ ନାଲକୋ ସ୍ମେଲଟର ପ୍ଲାଣ୍ଟର ଆଲୁମିନିୟମ ମଜଦୁର ସଂଘ (ଏ ଏମ୍ ଏସ), ଆଲୁମିନା ରିଫାଇନାରୀର…

ହେମଲତା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ହେମଲତା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ଯାଜପୁର ___ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରିଲୋ ଗ୍ରାମର ଧର୍ମ ପରାୟଣ ମହିଳା ଓ ସମାଜସେବୀକା ସ୍ବର୍ଗତ ହେମଲତା ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ…

79 th ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ: ସ୍ବାଧୀନତା ଦିବସ ପାଳନରେ ସବୁ ସରକାରୀ କର୍ମଚାରୀ ଉପସ୍ଥିତ ରହିବାକୁ କଡା ତାଗିଦ ତାଗିଦ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେଵ ଶିନ୍ଦେ ସ୍ବାଧୀନତା ଦିବସ ସମାରୋହରେ ଅନୁପସ୍ଥିତ ରହିଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଫଟୋ ଉଠାଇ ଉପସ୍ଥିତିର ପ୍ରମାଣ…