Month: September 2025

କଙ୍ଗୋରେ ଡଙ୍ଗା ବୁଡ଼ିଯିବା ପରେ ୧୦୭ ଜଣଙ୍କର ମୃତ୍ୟୁ, ୧୪୬ ଯାତ୍ରୀ ନିଖୋଜ

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ପରେ 107 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି…

ଟାରିଫ୍‌ ଧମକ ମଧ୍ୟରେ ଆମେରିକାଠାରୁ ୬ଟି ପି-୮୧ ସାମୁଦ୍ରିକ ପାଟ୍ରୋଲ ବିମାନ କିଣିବ ଭାରତ

ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂତନ ଶିଖର ଛୁଇଁବାକୁ ଯାଉଛି । ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା କରିଛନ୍ତି । ଭାରତୀୟ ନୌସେନା ପାଇଁ ୬ଟି ଅତିରିକ୍ତ…

ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି; ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ

ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା। ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ମାର୍ଚ୍ଚ ୫ରେ ହେବ…

ଭୁଶୁଡ଼ିଲା ମାର୍କେଟ କମ୍ପେ୍ଲକ୍ସ ଛାତ,୪ ଜଣ ଚାପି ହୋଇ ରହିଥିବା ଆଶଙ୍କା

ଭୁଶୁଡ଼ିଲା ମାର୍କେଟ୍ କମ୍ପେ୍ଲକ୍ସ ଛାତ । ଛାତ ଥଳେ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ପୋଲିସ ଓ…

“ଇନପୁଟ ସହାୟତା ବଣ୍ଟନରେ କାଇଁଶୀର ପଞ୍ଚାୟତ ର ଚାଷି ଅସନ୍ତୋଷ୍ଟ ଜିଲ୍ଲାପାଳଙ୍କ ଦ୍ୱାରସ୍ତ”

“ଇନପୁଟ ସହାୟତା ବଣ୍ଟନରେ କାଇଁଶୀର ପଞ୍ଚାୟତ ର ଚାଷି ଅସନ୍ତୋଷ୍ଟ ଜିଲ୍ଲାପାଳଙ୍କ ଦ୍ୱାରସ୍ତ” ବରଗଡ:୧୩/୯(ପବିତ୍ର ମେହେର) ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଗତ ରବି ଋତୁରେ ଅଦିନିଆଁ ବର୍ଷା କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ସେହି ସମୟରେ ବିଭାଗୀୟ ଅଧିକାରୀ…

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ କନ୍ଧମାଳ, ତା, ୧୩/୦୯:(ସୁଶୀଳ କୁମାର ପାଣିଗ୍ରାହୀ): ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମ…

ଭାଦ୍ରାସାହି ପଞ୍ଚାୟତରେ ରାସ୍ତା ପାଲଟିଛି ପଙ୍କପୋଖରୀ

ଭାଦ୍ରାସାହି ପଞ୍ଚାୟତରେ ରାସ୍ତା ପାଲଟିଛି ପଙ୍କପୋଖରୀ ଯୋଡ଼ା କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ଯୋଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତ ରେ ଥିବା ରାସ୍ତା ପାଲଟିଛି ପଙ୍କ ପୋଖରୀ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ଯୋଡା ବୃଦ୍ଧାଶ୍ରମର କର୍ମଚାରୀଙ୍କୁ ମାଡ଼ ଘଟଣା, ଉଭୟ ପକ୍ଷରୁ ଥାନାରେ ମାମଲା

ଯୋଡା ବୃଦ୍ଧାଶ୍ରମର କର୍ମଚାରୀଙ୍କୁ ମାଡ଼ ଘଟଣା, ଉଭୟ ପକ୍ଷରୁ ଥାନାରେ ମାମଲା ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ତଥା ଯୋଡ଼ା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନମ୍ବର ୬ ବାଚୁ ହଟିଂ ନିକଟରେ ଏକ ବୃଦ୍ଧାଶ୍ରମ ରହିଛି । ବର୍ତ୍ତମାନ ଏହି…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ବ୍ୟାଡ଼ମୀଣ୍ଡନ ଚାମ୍ପିୟାନ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ବ୍ୟାଡ଼ମୀଣ୍ଡନ ଚାମ୍ପିୟାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ବ୍ଲକ ର 10ଟି ବିଦ୍ୟାଳୟ ରୁ 50ଜଣ ପ୍ରତିଯୋଗୀ ଭାଗ ନେଇଥିଲେ..ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେସରକାରୀ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ୍ ଯିବା ସଚେତନତା ରାଲି

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ୍ ଯିବା ସଚେତନତା ରାଲି ଢେଙ୍କାନାଳ, ୧୩/୯: ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ‘‘ଆସ ସ୍କୁଲ୍ ଯିବା ସଚେତନତା ରାଲି” ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର…

You missed