ଏଡିଏମ୍ ତଥା ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ନେତୃତ୍ଵରେ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଏଡିଏମ୍ ତଥା ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ନେତୃତ୍ଵରେ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ। କେନ୍ଦୁଝର :କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲଥାନା ଅନ୍ତର୍ଗତରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳରେ…
